ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଡିପିଆର

ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ବଡ଼ ଘୋଷଣା କରିଛନ୍ତି।କେନ୍ଦୁଝର ଘଟଗାଁ ତାରିଣୀ ମନ୍ଦିର ପାଇଁ  ୨୧୫ କୋଟିର ଡିପିଆର । ଓଡିଆ ନବବର୍ଷରେ ମାଆ ଙ୍କ ଦର୍ଶନ  ବେଳେ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଖୁବଶୀଘ୍ର କଆମ ଆରମ୍ଭ ହେବ  ବୋଲି କହିଲେ ମୁଖ୍ୟମନ୍ତ୍ରୀ ।