ହାତୀପଲ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା ।

ସ୍କୁଲ କାନ୍ଥ ଭାଙ୍ଗିଲେ ହାତୀପଲ । ହାତୀପଲ ଖାଇଗଲେ ପିଲାଙ୍କ ମଧ୍ୟାହ୍ନ ଭୋଜନ ଅଣ୍ଡା ।କେନ୍ଦୁଝର ସଦର ବନଖଣ୍ଡ ଅଧିନ ଆମ୍ବଡହରା ବିଦ୍ୟାଳୟରେ ଗତକାଲି ରାତିରେ ୨୦ ଟିକିଆ ହାତୀପଲ୍ଲ ଏଭଳି କାଣ୍ଡ ଘଟାଇଛନ୍ତି । ଗତ କିଛିଦିନ ହେଲା ସ୍ଥାନୀୟ ଅଞ୍ଚଳରେ ହାତୀପଲ୍ଲ ଘୁରି ବୁଲୁଥିବା ବେଳେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହେଇଛନ୍ତି। ଅଣ୍ଡା ଚାଉଳ ଥିବା ସ୍କୁଲ ଘର କାନ୍ଥ ଓ ଗ୍ରୀଲ ଭାଙ୍ଗି ଚାଉଳ ଖାଇଯାଇଥିବା ବେଳେ ଅଣ୍ଡା ଗୁଡ଼ିକୁ ଦଳିଚକଟି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛି ।

Ad 13