ଏଭଳି ୫ ଟି ତ୍ରୁଟି ବିଷୟରେ ଯାହା ବାସ୍ତୁ ଶାସ୍ତ୍ରରେ ଅଶୁଭ ବୋଲି କୁହାଯାଇଛି ?ଆସନ୍ତୁ ଜାଣିବା

ପ୍ରାୟତଃ ଲୋକମାନେ ବାଥରୁମରେ ପୋଷାକ ଧୋଇବା ପରେ ବାଲ୍ଟିରେ ଅବଶିଷ୍ଟ ପାଣି ଛାଡିଥା’ନ୍ତି । ବାସ୍ତୁ ଅନୁଯାୟୀ, ଏହା କରିବା ଅତ୍ୟନ୍ତ ଖରାପ । ବାଲ୍ଟିରେ ମଇଳା ପାଣି ରଖିବା ଆମ ଜୀବନ ଉପରେ ଖରାପ ପ୍ରଭାବ ପକାଇଥାଏ ।
Read More...

Phone ରେ ରଖନ୍ତୁ ଆଧାରକାର୍ଡର କପି । UIDAI ଅଫିସିଆଲ୍ ୱେବ୍‌ସାଇଟ ରୁ ଏହିଭଳି ଡାଉନ୍ ଲୋଡ କରନ୍ତୁ।

ଆଜିକାଲି ସବୁ କ୍ଷେତ୍ରରେ ଆଧାରକାର୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ସବୁବେଳେ ଆଧାରକାର୍ଡ ସାଙ୍ଗରେ ଧରି ବୁଲିବା ସମ୍ଭବ ନୁହେଁ। ତେଣୁ ଏହି ସମସ୍ୟାର ସମାଧାନ ପାଇଁ ଆପଣ ନିଜ ସ୍ମାର୍ଟଫୋନ୍‌ରେ
Read More...

ଖୁବ୍ ଶୀଘ୍ର ରିଲାଏନ୍ସ ଜିଓ ଫୋନ 5G | ବହୁତ୍ କମ୍ ଦାମ୍ ରେ

ରିଲାଏନ୍ସ କମ୍ପାନି ଜିଓ ଫୋନ 5G ବାହାର କରିବା ପାଇଁ ଘୋଷଣା କରିଛି। କମ୍ପାନି ଏହାକୁ ଗୁଗଲ ସହ ପାର୍ଟନରଶିପ କରି ନିର୍ମାଣ କରିବ।JioPhone 5Gକୁ ନେଇ ଅଧିକ ସୂଚନା ଦିଆଯାଇ ନାହିଁ। କିନ୍ତୁ ଏହାକୁ ନେଇ ପୂର୍ବରୁ
Read More...

ଆପଣ କେତେ ଅଳଙ୍କାର ପିନ୍ଧି ପାରିବେ ?ସୁନା ଉପରେ ଟିକସ ନିୟମ କ’ଣ?

ଆପଣ କେତେ ଅଳଙ୍କାର ପିନ୍ଧି ପାରିବେ ? ଜଣେ ବିବାହିତା ମହିଳା ୫୦୦ ଗ୍ରାମ ପର୍ଯ୍ୟନ୍ତ ସୁନା ଅଳଙ୍କାର ଏବଂ ଅବିବାହିତା ମହିଳା ୨୫୦ ଗ୍ରାମ ପର୍ଯ୍ୟନ୍ତ କାଗଜ ବିନା ରଖିପାରିବେ । ପୁରୁଷମାନଙ୍କ ପାଇଁ, ସିବିଡିଟି
Read More...

କନ୍ଧମାଳ ର ଚା’ବ୍ୟବସାୟୀଙ୍କ ପୁଅ ନିଟ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ; ସମଗ୍ର ଅଞ୍ଚଳରେ ଖୁସିର ଲହରୀ

କନ୍ଧମାଳ:(ସଞ୍ଜୟ କୁମାର ପାଣିଗ୍ରାହୀ): ଦୃଢ ଇଚ୍ଛା ଶକ୍ତି, କଠିନ ପରିଶ୍ରମ ଓ ଆଗ୍ରହ ଯେକୌଣସି ବ୍ୟକ୍ତିକୁ ସଫଳତା ଆଣି ଦେଇଥାଏ । ଯାହାକି, କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଜଣେ ଚା’ ବ୍ୟବସାୟୀଙ୍କ ପୁଅ ନିଟର ସର୍ବ
Read More...

ଇଂଜେସନ୍ ନେବାକୁ ଭୟ କରୁଥିବା ଲୋକଙ୍କ ପାଇଁ ଖୁସି ଖବର୍ । ନାଜାଲ କୋଭିଡ୍ ଟିକାକୁ ଅନୁମତି ।

ଏବେ ଅଠର ବର୍ଷରୁ ଅଧିକ ବୟସ୍କମାନଙ୍କୁ ଏହି ଟିକା ଦିଆଯାଇପାରିବ । ଏହା ଭାରତରେ ଅନୁମତି ଦିଆଯାଇଥିବା ପ୍ରଥମ ନାଜାଲ କୋଭିଡ୍ ଟିକା । କୋଭିଡକୁ ମୁକାବିଲା କରିବାରେ ଏହା ବେଶ୍ ସହାୟକ ହେବ ବୋଲି ଆଶା କରାଯାଉଛି।
Read More...

ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହ ।

କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ପୁନୀତ ରାଜକୁମାର । ତାଙ୍କ ପ୍ରଶଂସକ ହୃଦୟରେ ସେ ସଦାସର୍ବଦା ଜୀବିତ। ଏବେ ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହକୁ
Read More...

SBI ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଆରମ୍ଭ କରିଛି।

ଏସବିଆଇ ଏବେ ଗ୍ରାହକଙ୍କ ପାଇଁ ହ୍ୱାଟସଆପ୍‌ ବ୍ୟାଙ୍କିଙ୍ଗ୍‌ ସୁବିଧା ଆରମ୍ଭ କରିଛି।  ଏସବିଆଇ ଗ୍ରାହକମାନଙ୍କୁ ହ୍ୱାଟସଆପ୍‌ରେ ଏହିସବୁ  ସମସ୍ତ ସୁବିଧା ଯୋଗାଇଦେଉଛି।    ଏବେ ଆପଣ ଏସବିଆଇ ହ୍ୱାଟସଆପ
Read More...

ଗଛ ଗୋଟିଏ, ଆମ୍ବ ୩୦୦ ପ୍ରକାର । ଆଶ୍ଚର୍ଯ୍ୟ ହେଲେ ବି ସତ ।

ଉତ୍ତରପ୍ରଦେଶର ମାଲିହାବାଦରେ ଏହି ବିରଳ ଆମ୍ବ ଗଛଟି ଲେଖିଛି ବିରଳ ରେକର୍ଡ । କିନ୍ତୁ ଅଧିକ ବିସ୍ମୟ ଏହି ଗଛର ସ୍ରଷ୍ଟା । ସେ ଭାରତର ମ୍ୟାଙ୍ଗୋ ମ୍ୟାନ୍ କଲିମଉଲ୍ଲା ଖାନ୍ । ମାଲିହାବାଦର ଏହି ଆମ୍ବ କେବଳ ଦେଶ ନୁହେଁ
Read More...

ନାତୁଣୀ ପେଟରେ ୭ ମାସର ପିଲା l ୬୫ ବର୍ଷ ର ଅଜାର ଫେରାର।

ଆଳି ରୁ ଆସିଲା ଲଜ୍ଜା ଜନକ ଘଟଣା ର ଚିତ୍ର l ଯାହାକି ୧୬ ବର୍ଷର ନାବାଳିକା ସମ୍ପର୍କୀୟ ନାତୁଣୀ କୁ ଗର୍ଭବତୀ କଲା ୬୫ ବର୍ଷ ର ଅଜା l ସୂଚନା ଅନୁଯାୟୀ କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅଞ୍ଚଳ ଘଟିଛି ଏଭଳି ଲଜ୍ୟାକର
Read More...

୧୦ମ ପାସ୍ ଯୁବକ ଏକ ଇ-ବାଇକ୍‌ ନିର୍ମାଣ କରିଛନ୍ତି । ଥରେ ଚାର୍ଜ ହେଲେ ଏହା ୨୦୦ କିମି ଯିବ ।

ପଞ୍ଜାବ ରେ ଜଣେ ଯୁବକ ଶ୍ରୀ ସିମରଜିତ ସିଂହ ବ୍ରାର୍‌ ହେଉଛନ୍ତି ଏହି ଇ-ବାଇକ୍‌ର ନିର୍ମାତା । ବଜାରରେ ଉପଲବ୍ଧ ଇ-ବାଇକ୍‌ ଅପେକ୍ଷା ତାଙ୍କ ଯାନ ଶସ୍ତା । ସମରଜିତ ଜଣେ ଇଞ୍ଜିନିୟର ନୁହନ୍ତି । କେବଳ ୧୦ମ ପାସ୍‌
Read More...

ଆଜି ବୁଧବାର। କେମିତି ରହିଛି ଆଜିର ରାଶିଫଳ??

ମେଷ:ଆଜି ଆପଣ କୌଣସି ଏକ ସାମାଜିକ ସମାରୋହର ଭାଗ ନେବେ । ଏହି ସମାରୋହର ଆପଣଙ୍କ ସମ୍ପର୍କୀୟଙ୍କ ଘରେ ମଧ୍ୟ ହୋଇପାରେ । ଏହି ସମାରୋହରେ ଯିବା ଦ୍ୱାରା ଆପଣଙ୍କୁ ବହୁତ ଖୁସି ଲାଗିବ । ବୃଷ:ଆଗକୁ ବଢ଼ନ୍ତୁ ଏବଂ ବନ୍ଧୁ
Read More...

ଓମିକ୍ରନ ଭ୍ୟାରିଏଣ୍ଟ ପାଇଁ ବ୍ରିଟେନ୍ ଟିକା ବାହାର କରିଛି।

ବ୍ରିଟେନ୍ ଏହାର କ୍ଲିନିକାଲି ପରୀକ୍ଷଣ ପରେ ଭିଭାଲେଣ୍ଟ ଭ୍ୟାକ୍ସିନକୁ ବୁଷ୍ଟର ଡୋଜ ଭାବରେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଏପରି ଅନୁମତି ଦେବାରେ ବ୍ରିଟେନ୍ ବିଶ୍ୱରେ ପ୍ରଥମ। ଅଗଷ୍ଟ ୧୫ ରେ ଓମିକ୍ରନ ଭ୍ୟାରିଏଣ୍ଟ
Read More...

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ୍। ସେ ହୃଦଘାତର ଶିକାର ।।

ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ
Read More...

ବିରଳ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର

ପଳାଶପଙ୍ଗା-ବାମେବାରୀ ରାସ୍ତାର କଣ୍ଡରାପଶି ନିକଟରୁ ଏକ ବିରଳ ସରୀସୃପ ପ୍ରଜାତିର ବହୁରୂପୀ ଏଣ୍ଡୁଅ ଉଦ୍ଧାର କରାଯାଇଛି । ମିଳିଥିବା ଖବର ଅନୁଯାୟୀ ଉକ୍ତ ବହୁରୂପୀ ଏଣ୍ଡୁଅଟି ବୈଷ୍ଣବ ସାହି ନିକଟସ୍ଥ କ୍ଲବ୍ ଘର ନିକଟରେ
Read More...

ଆଜିର ରାଶଫଳ ବିଷୟ ରେ ଜାଣନ୍ତୁ। ଦିନଟି କେମିତି ରହିବ??

ମେଷ:ନିଜର ପରିବାର ବର୍ଗଙ୍କୁ ସାହାଯ୍ୟ କରନ୍ତୁ କାରଣ ଯେବେ ଆପଣଙ୍କୁ ତାଙ୍କର ଦରକାର ପଡିବ ସେମାନେ ସବୁବେଳେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥିବେ । ବୃଷ:ଆପଣଙ୍କର ଯେମିତି ପରିସ୍ଥିତି ହେଉ ମଧ୍ୟ
Read More...