ଆଜି ସରୁଛି କେନ୍ଦ୍ର ସରକାରଙ୍କ ଇ-କେୱାଇସି ଅବଧି

ରାସନ କାର୍ଡ ହିତାଧ୍‌କାରୀଙ୍କ ପାଇଁ ଯୋଗାଣ ମନ୍ତ୍ରୀ ବଡ ସୂଚନା ଦେଇଛନ୍ତି । ଆଜି ଇ- କେୱାଇସି ଯାଞ୍ଚ କରିବାର ଶେଷ ତାରିଖ କହିଲେ । ଯେଉଁମାନେ ଆଜି ଇ- କେୱାଇସି ନକରିବେ ୩ ମାସ କାର୍ଡ ସସପେଣ୍ଡ ହେବ । ୩ ମାସ ଭିତରେ ଇ- କେୱାଇସି କଲେ କାର୍ଡ ପୁନଃ ସଚଳ, ନଚେତ କଟିଯିବ ।ବର୍ତ୍ତମାନ ସୁଦ୍ଧା ୨୦ଲକ୍ଷ ୫୮ ହଜାର e-KYC କରି ନାହାନ୍ତି ।ତେଣୁ ଯେଉଁମାନେ ଇ-କେୱାଇସି କରିନାହାଁନ୍ତି ତୁରନ୍ତ କରାଇନିଅନ୍ତୁ ବୋଲି ଯୋଗାଣ ମନ୍ତ୍ରୀ କହିଛନ୍ତି ।

Ad 13