ନିର୍ବାଚନ ଲଢିବେ ଭିନେତ୍ରୀ ମାଧୁରୀ ଦୀକ୍ଷିତ ?
ବଲିଉଡର ଜଣାଶୁଣା ଅଭିନେତ୍ରୀ ମାଧୁରୀ ଦୀକ୍ଷିତ। ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିପାରନ୍ତି। ମାଧୁରୀଙ୍କୁ ଗତ କିଛି ଦିନ ହେବ ନେତାଙ୍କ ସହ ଯୋଗାଯୋଗରେ ଥିଲେ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମୟରେ ତାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଦେଖିବାକୁ ମିଳିଥିଲା। ତେବେ ସେ ଏପର୍ଯ୍ୟନ୍ତ ଏହାକୁ ସ୍ପଷ୍ଟ କରିନାହାଁନ୍ତି । କୁହାଯାଉଛି କି ଯଦି ନିର୍ବାଚନରେ ପ୍ରତିଦ୍ଵନ୍ଦିତା କରନ୍ତି ତେବେ ସେ କେଉଁ ଦଳରେ ଯୋଗଦେବେ ।
ଏହାପୂର୍ବରୁ ପୁଣେରୁ ତାଙ୍କ ନିର୍ବାଚନ ବିଷୟରେ ମଧ୍ୟ କଳ୍ପନାଜଳ୍ପନା କରାଯାଇଥିଲା। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସେମିଫାଇନାଲ ମ୍ୟାଚ ସମୟରେ ତାଙ୍କୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଦେଖିବାକୁ ମିଳିଥିଲା। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ସହ ଷ୍ଟାଡିୟମରେ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ, ଏନସିପି ନେତା ପ୍ରଫୁଲ୍ଲ ପଟେଲ ଏବଂ ଭାଜପା ନେତା ଆଶିଷ ଶେଲାର ମଧ୍ୟ ମ୍ୟାଚ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା।ତେବେ ଦେଖିବାକୁ ବାକି ରହିଲା କେବେ ମାଧୁରୀ ନିଜ ରାଜନୀତି ଆରମ୍ଭ କରିବେ