ମନ୍‌ସୁନ୍‌ରେ ଝଡୁଥିବା କେଶ ପାଇଁ ଆପଣାନ୍ତୁ ଏହି ଉପାୟ

ଅଣ୍ଡା ଓ ଓଲିଭ୍‌ ତେଲ- ପ୍ରଥମେ ଏକ ପାତ୍ରରେ ପକାଇ ଏଥିରେ ଦୁଇ ଚାମଚ ଅଲିଭ୍ ତେଲ ମିଶାନ୍ତୁ । ଏହି ଦୁଇଟି ଜିନିଷକୁ ମିଶାଇ ସ୍ଲାକ୍ପ ଏବଂ କେଶରେ ମାଲିସ୍ କରନ୍ତୁ । ଏହାକୁ ୩୦ ମିନିଟ୍ ଛାଡି ଦିଅନ୍ତୁ । ତାପରେ ଏହାକୁ ଧିରେ ଧିରେ ଥଣ୍ଡା ପାଣିରେ ଧୋଇ ନିଅନ୍ତୁ । ଆପଣ ଏହି ଅଣ୍ଡା ଏବଂ ଅଲିଭ୍ ତେଲ ପ୍ୟାକ୍ ସପ୍ତାହରେ ୧ ରୁ ୨ ଥର ବ୍ୟବହାର କରିପାରିବେ ।

ଆପଲ୍ ସାଇଡର୍ ଭିନେଗାର ଏବଂ ବାଦାମ ତେଲ- ଏକ ପାତ୍ରରେ ଗୋଟିଏ ଚାମଚ ଆପଲ୍ ଭିନେଗାର ନିଅନ୍ତୁ । ଏଥିରେ ୨ ଚାମଚ ବାଦାମ ତେଲ ମିଶାନ୍ତୁ । ଭିନେଗାର ଏବଂ ତେଲ ମିଶାଇ କେଶ ଓ ସ୍ଲାଲପ୍‌ରେ ମାଲିସ୍ କରନ୍ତୁ। ଏହାକୁ ଆପଣ ସପ୍ତାହରେ ଅତି କମରେ ଦୁଇଥର ବ୍ୟବହାର କରିପାରିବେ।