ମୁମ୍ବାଇ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଏବଂ ମନୁସି ଚ୍ଛିଳର୍ ଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପୃଥ୍ଵୀ ରାଜ ରିଲିଜ୍ ହେବାକୁ ଯାଉଛି ।

ମୁମ୍ବାଇ ବଲିଉଡ୍ ଷ୍ଟାର ଅକ୍ଷୟ କୁମାର ଏବଂ ମନୁସି ଚ୍ଛିଳର୍ ଙ୍କ ବହୁପ୍ରତିକ୍ଷିତ ଫିଲ୍ମ ପୃଥ୍ଵୀ ରାଜ ରିଲିଜ୍ ହେବାକୁ ଯାଉଛି । ଚନ୍ଦ୍ରପ୍ରକାଶ ଦ୍ବିବେଦୀ ଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁନ୧୦ତାରିଖ ପ୍ରକ୍ଷ୍ୟାଳୟରେ ରେ ରିଲିଜ୍ ହେବ। ୨୦୧୭ମିସ world ହୋଇଥିବା ମାନୁସି ପ୍ରଥମ ଥର ପାଇଁ ଚଳ ଚିତ୍ର ଦୁନିଆ ର ସଦସ୍ୟ ହେବାକୁ ଯାଉଛନ୍ତି ।

ଫିଲ୍ମ ଟି ସମ୍ରାଟ ପ୍ରୁଥ୍ଵୀରାଜ ଚହ୍ୱାନ୍ ଙ୍କ ବିଜୟ ଗାଥା ଙ୍କୁ ନେଇ ହୋଇଅଛି ।ଏଥିରେ ଅକ୍ଷୟ କୁମାର ପ୍ରୁଥ୍ଵୀରାଜ ଙ୍କ ଭୂମିକାରେ ଏବଂ ମାନୁସି ସ୍ୱୟଂଗୀତା ଙ୍କ ଭୂମିକାରେ ଅଭିନୟ କରିଛନ୍ତି ।ଫିଲ୍ମ ରେ ଚନ୍ଦ୍ର ପରଦାଇ ଙ୍କ ଚରିତ୍ର ରେ ସୋନୁ ଏବଂ ସଞ୍ଜୟ କାକା କାହ୍ନାଙ୍କ ଭୂମିକାରେ ଅଭିନୟ କରିଛନ୍ତି ।