ଲିମ୍ବ ଗଛ ରୁ ବାହାରୁଛି କ୍ଷୀର।
ଭଦ୍ରକ ବ୍ଲକ ଅନ୍ତର୍ଗତ ଆହାରପଦା ଗ୍ରାମର ରାଉତ ସାହିର ସୁକେଶ ପ୍ରଧାନ ଙ୍କ ବାଡ଼ିରେ ଦେଖିବାକୁ ମିଳୁଛି ଏକ ଅଦ୍ଭୁତ ଦୃଶ୍ୟ ସୁକେସ ଙ୍କ ବାଡ଼ିରେ ଥିବା ଲିମ୍ବଗଛ ଟିରେ ଧାର ଧାର ହୋଇ କ୍ଷୀର ବାହାରୁଥିବା ବେଳେ ଗ୍ରାମ ବାସୀଙ୍କ ଦୂଆରା ବୃକ୍ଷ ମୁଳରେ ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି।
ଏଥି ନେଇ ସବୁଆଡେ ଚର୍ଚ୍ଚା। କଣ ଏଥିରେ ବୈଜ୍ଞାନିକ କାରଣ ନା ଆଉ କିଛି ରହସ୍ୟ ରହିଛି।