Browsing Category

ଜୀବନଚର୍ଯ୍ୟା

ନୂଆ ମ୍ୟାଲେରିଆ ଟିକା, ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରେ ସଫଳ

ମ୍ୟାଲେରିଆର ଏକ ନୂଆ ଭାକ୍ସିନ ଆଶାର କିରଣ ହୋଇ ଦେଖାଦେଇଛି । ଆଫ୍ରିକୀୟ ପିଲାଙ୍କ ଉପରେ ଏହି ଟିକାର ଫେଜ-୨(ବି)ର କ୍ଲିନିକାଲ ଟ୍ରାୟଲ କରାଯାଇଛି। ଅନ୍ତରୀଣ ପରିଣାମରୁ ଯାହା ଜଣାପଡିଛି ଭାକ୍ସିନ ସୁରକ୍ଷିତ ହୋଇଥିବା
Read More...

ବଜାରରେ ମିନେରଲ୍ ୱାଟର ନାଁରେ ମିଳୁଛି କି ବିଷ ?

ଘରୁ ବାହାରିଲେ ବିଭିନ୍ନ ନାମୀଦାମୀ କଂପାନୀର ଠିପି ବନ୍ଦ ପାଣି ବୋତଲ ଉପରେ ଆଖି ବନ୍ଦ କରି ଆମେ ଭରସା କରୁଛୁ। ତେବେ ୨୦ ଟଙ୍କାରେ ମିନେରାଲ ୱାଟର ନାଁରେ ବିକ୍ରି ହେଉଥିବା ବୋତଲ ପାଣି କେତେ ଶୁଦ୍ଧ ? ଏହି ପ୍ରଶ୍ନ
Read More...

ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଉଥିଲେ ସାବଧାନ

କେତେକ ରୋଗର ଚିକିତ୍ସା ସମୟରେ ଡାକ୍ତର ମେଡିସିନ୍‌ ସହ ଆଣ୍ଟିବାୟୋଟିକ ଖାଇବାକୁ ପରାମର୍ଶ ଦିଅନ୍ତି। କିନ୍ତୁ ଅଳ୍ପ କେତେଜଣ ବ୍ୟକ୍ତି ସାମାନ୍ୟ ଦେହ ଖରାପ ହେଲେ ଆଣ୍ଟିବାୟୋଟିକ ଖାଇବାକୁ ପସନ୍ଦ କରିଥାଅନ୍ତି। ହେଲେ
Read More...

ଆଜି ହେଉଛି ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’।

ପ୍ରତିବର୍ଷ ଅକ୍ଟୋବର ୨୯ରେ ପାଳନ ହୋଇଥାଏ ‘ବିଶ୍ୱ ଷ୍ଟ୍ରୋକ୍‌ ଦିବସ’। ଏ ବର୍ଷର ଥିମ୍‌ ରହିଛି-‘ଗ୍ରେଟର ଦ୍ୟାନ୍‌ ଷ୍ଟ୍ରୋକ୍‌, ଆକ୍ଟିଭ ଚ୍ୟାଲେଞ୍ଜ’। ଏଥର ଉକ୍ତ ଦିବସ ଅବସରରେ ଖେଳ କସରତ କରିବା ଉପରେ ଅଧିକ ଗୁରୁତ୍ୱ
Read More...

ଗୁଣବର୍ତ୍ତା ପରୀକ୍ଷାରେ ବିଫଳ କ୍ୟାଲସିୟମ ଓ ଭିଟାମିନ ଡିଥ୍ରୀ

କେନ୍ଦ୍ରୀୟ ଔଷଧ ନିୟାମକ ପ୍ରାଧିକରଣ ବିଭିନ୍ନ ଔଷଧର ଗୁଣବତ୍ତା ନେଇ ସେପ୍ଟେମ୍ବର ମାସର ରିପୋର୍ଟ ଜାରି କରିଛି । ଏହି ମାନକ ପରୀକ୍ଷାରେ ୪୯ଟି ମେଡିସିନ୍ ଫେଲ୍ ମାରିଛି । ଏଥିରେ କ୍ୟାଲସିୟମ୍, ଭିଟାମିନ୍ ଡି-୩ ସମେତ
Read More...

ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

ଭାରତରେ କର୍କଟ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସେଥିମଧ୍ୟରେ ମୁଖ ଗହ୍ବର କର୍କଟ ବା ମାଉଥ କ୍ୟାନ୍‌ସର ରୋଗରେ ସର୍ବାଧିକ ପୀଡ଼ିତ ରହିଛନ୍ତି। ସେହିପରି ଭାରତରେ ପୁରୁଷଙ୍କଠାରେ ମୁଖ ଗହ୍ବର କର୍କଟ ମାମଲା
Read More...

ଓଡ଼ିଶାରେ ବ୍ରେନ ଷ୍ଟ୍ରୋକ ହାର ଜାତୀୟ ହାରଠାରୁ ଅଧିକ

ସାରା ଦେଶରେ ଦୈନିକ ପ୍ରାୟ ଦୁଇ ହଜାର ମସ୍ତିଷ୍କାଘାତ ଘଟଣା ରିପୋର୍ଟ ହେବା ଭାରତରେ ଏକ ଚିନ୍ତାର କାରଣ ପାଲଟିଛି।ପ୍ରସିଦ୍ଧ ପତ୍ରିକା ଦ ଲାନସେଟରେ ପ୍ରକାଶିତ ଏକ ଗବେଷଣାମୂଳକ ରିପୋର୍ଟ ଅନୁସାରେ ଓଡ଼ିଶାରେ
Read More...

ଶସ୍ତା ହେବ କ୍ୟାନସର ଔଷଧ

ଶସ୍ତା ହେବ କ୍ୟାନସର ଔଷଧ। କ୍ୟାନସର ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଔଷଧ ଉପରେ ଜିଏସଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ କରିଦିଆଯାଇଛି। କର୍କଟ ଔଷଧ ଉପରେ ପୂର୍ବରୁ ଥିବା ୧୨% ଜିଏସ୍‌ଟିକୁ ୫%କୁ ହ୍ରାସ କରାଯାଇଛି।
Read More...

ଅଧିକ ଆମ୍ବ ଖାଉଥିଲେ ସାବଧାନ !

ଗ୍ରୀଷ୍ମ ଅର୍ଥ ଆମ୍ବ ଋତୁ। ଅନେକ ଲୋକ ଆମ୍ବ ଖାଇ ସକାଳ ଆରମ୍ଭ କରିବାକୁ ଚାହାଁନ୍ତି, କିନ୍ତୁ ରକ୍ତରେ ଶର୍କରା ସ୍ତର ବଢିବାର ଭୟ ହେତୁ ସବୁବେଳେ ଏହାକୁ ଖାଇବାକୁ ବାରଣ କରାଯାଏ। ଆମ୍ବ କିଣିବା ବେଳେ ନିଶ୍ଚିତ ଭାବେ
Read More...

ଷ୍ଟ୍ରୋକ୍‌‌ର ଲକ୍ଷଣ ବିଷୟରେ ଜାଣନ୍ତୁ

ଯଦି ଅପାଙ୍କ ଛାତିରେ ଯନ୍ତ୍ରଣା ସହ ହଠାତ୍‌‌ ମୁଣ୍ଡରେ ଖୁବ ଜୋରରେ ଯନ୍ତ୍ରଣା ହେବ ତେବେ ଜାଣିବେ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।ସବୁ ସମୟରେ ଦ୍ୱନ୍ଦ୍ୱ ଲାଗି ରହିବା ସହ ସହଜରେ କୌଣସି କଥାକୁ ବୁଝି ନପାରିବା କିମ୍ବା
Read More...

ତୁଳସୀ ପତ୍ର ଦ୍ବାରା ସ୍ବାସ୍ଥ୍ୟକୁ ଲାଭ !

ପ୍ରାଚୀନ କଥା ଅନୁଯାୟୀ ତୁଳସୀ ପତ୍ର ସେବନ କରିବା ସ୍ବାସ୍ଥ୍ୟ ପାଇଁ ହିତକର ଅଟେ । ଏହାକୁ ବିଜ୍ଞାନ ମଧ୍ୟ ସହମତି ଦେଇଛି। ତୁଳସୀ ପତ୍ର ରୋଗ ସହ ଲଢିଥାଏ । ଏହାର ବ୍ୟାକ୍ଟେରିଆ ବିରୋଧୀ ଶକ୍ତି ସଂକ୍ରମଣ ସହ ଲଢିବା,
Read More...

କେଶ ଝାଡିବାର ଘରୋଇ ଉପଚାର କଣ ?

କେଶ ଝଡିବା ଆଜିକାଲି ମୁଖ୍ୟ ସମସ୍ୟା ପାଲଟିଛି। ଏହା କେବଳ ବୟସ ଅଧିକ ହେଲେ ନୁହେଁ ବରଂ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ମଧ୍ୟ ପାଲଟିଛି। ଖରାପ ଜୀବନଶୈଳୀ କାରଣରୁ ଏହି ସମସ୍ୟା ଅଧିକ ବଢି ଯାଇଛି। ତେବେ କିଭଳି ଏହି
Read More...

ହଳଦୀ ମିଶା କ୍ଷୀର ଶରୀର ପାଇଁ କେତେ ଉପକାରୀ ତାହା ଜାଣନ୍ତୁ

ଦେହହାତ ଦରଜ ହେଉଥିଲେ କିମ୍ବା ରାତିରେ ନିଦ ହେଉ ନଥିଲେ ଶୋଇବାର ଅଧ ଘଣ୍ଟା ପୂର୍ବରୁ ଆପଣ ହଳଦୀ ମିଶା ଉଷୁମ କ୍ଷୀର ପିଇଲେ ନିଦ ଭଲ ହୋଇଥାଏ । କାରଣ କ୍ଷୀରରେ କ୍ୟାଲ୍‌ସିୟମ୍‌ ରହୁଥିବାରୁ ଏହା ଅସ୍ଥିକୁ ମଜଭୁତ୍‌
Read More...

ରାତିରେ ଅଧିକ ରୁଟି ସେବନ କରିବା ଉଚିତ ନୁହେଁ ଓ ଗ୍ୟାସରେ ରୁଟି ସିଧାସଳଖ ସେକନ୍ତୁ ନାହିଁ।

ରୁଟି ଆମ ଖାଦ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଦେଶର ଅଧିକାଂଶ ସ୍ଥାନରେ ଦିନ ଓ ରାତିରେ ରୁଟି ଖାଇବାକୁ ପସନ୍ଦ କରିଥାଆନ୍ତି।ଭାତ ତୁଳନାରେ ରୁଟି ଖାଇବା ଦ୍ୱାରା ମୋଟାପଣ ବୃଦ୍ଧି ହୋଇନଥାଏ। କିନ୍ତୁ ସମସ୍ତ ସମୟରେ ରୁଟି
Read More...

କଞ୍ଚା କଦଳୀ ଖାଇବା ଦ୍ୱରା ଏହିସବୁ ରୋଗ ଦୂର ହୁଏ !

କଦଳୀ ଗୋଟିଏ ନୁହେଁ ଅନେକ ରୋଗରୁ ଦୂରେଇ ରଖେ । ଏହି ଫଳ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ,କିନ୍ତୁ କଞ୍ଚା କଦଳୀ ଖାଇବା ଦ୍ବାରା ମଧୁମେହ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ । କଞ୍ଚା କଦଳୀ ହୃଦୟ ପାଇଁ ବହୁ ଲାଭଦାୟକ ।
Read More...

ମହିଳାଙ୍କ ଲୁହର ବାସ୍ନାରୁ କମୁଛି ପୁରୁଷଙ୍କ କ୍ରୋଧ

ଅନେକେ ଲୋକ ବିଶ୍ୱାସ କରନ୍ତି ଯେ, ମହିଳାମାନେ ଛୋଟ ଛୋଟ ଝଗଡାରେ କାନ୍ଦି ପକାନ୍ତି ଯାହା ଫଳରେ ପୁରୁଷ ଏହାକୁ ଦେଖି ଶାନ୍ତ ପଡ଼ିଯାଏ ଓ ଝଗଡା ବି ଶାନ୍ତ ହୋଇ ଯାଏ ଏହାର କାରଣ ପୁରୁଷ କେବେ ସ୍ତ୍ରୀ ଲୋକର କାନ୍ଦକୁ
Read More...