କରୋନା ସମୟ ରେ କାଡା । ଯଦି ସୁସ୍ଥ ଓ ସୁରକ୍ଷିତ ରହିବା ପାଇଁ ଚାହୁଁଛନ୍ତି ତେବେ ଜାଣନ୍ତୁ କେମିତି ତିଆରି କରିବେ ଓ ପିଇବେ।

୧ – ତୁଳସୀ ପତ୍ର
୨ – ତେଜ ପତ୍ର
୩ – ଅଦା/ଶୁଣ୍ଠି
୪ – ଡାଲଚିନି
୫ – ହଳଦୀ ଗୁଣ୍ଡ
୬ – ଗୋଲ ମରିଚ ଗୁଣ୍ଡ
୭ – ମିଶ୍ରି /ଗୁଡ଼(ମିଠା ସ୍ୱାଦ ଅନୁଯାୟୀ)

ଅତିରିକ୍ତ ଯଦି ମିଳେ ମିଶାନ୍ତୁ

୧ – ଲବଙ୍ଗ
୨ – ପିମ୍ପଳି
୩ – ମହୁ

ଆୟୁଷ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ, କ୍ବାରେନ୍‌ଣ୍ଟାଇନ ସମୟରେ ରୋଗୀ ଆୟୁର୍ବେଦିକ ଜଡିବୁଟିରୁ ପ୍ରସ୍ତୁତ କାଢା ସେବନ ଲାଭଦାୟକ ଅଟେ। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ହୋଇଥିବା କିଛି ପରୀକ୍ଷାରୁ ଜଣାଯାଇଛି ଯେ, କ୍ବାରେନ୍‌ଣ୍ଟାଇନରେ ରହିଥିବା ରୋଗୀମାନେ ଅତି କମ୍‌ରେ ୭ ଦିନ ଆୟୁର୍ବେଦିକ କାଢା ସେବନ କରିବା ଦ୍ବାରା କରୋନ ସଂକ୍ରମଣ ବଢିବନାହିଁ ଏବଂ ରୋଗୀ ରୋଗମୁକ୍ତ ହେବ। କରୋନା ଭୂତାଣୁ ମୁଖ ଗଳା ଭାଗରେ ୩ରୁ୪ ଦିନ ରହି ସଂକ୍ରମଣ କରିଥାଏ । ଏହା ସେବନ ଦ୍ୱାରା ଭୂତାଣୁ ନଷ୍ଟ ହୋଇଯାଇଥାଏ ।ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟତା ହୋଇଥାଏ ।ଏହା ସମସ୍ତଙ୍କୁ ସେୟାର କରନ୍ତୁ !

Ad 13