କେବେ ଶେଷ ହେବ ଗ୍ରାମ ପଞ୍ଚାୟତ କାର୍ଯାଳୟ |

କଳାହାଣ୍ଡି: (୧୦.୦୭.୨୦୨୫) ରାଜ୍ୟର ପ୍ରତେକ ବ୍ଲକ ରେ ଗ୍ରାମ ପଂଚାୟତ ସ୍ଥାପନ କରାଯାଉ ଥୁବା ଵେଲେ ବିଜେଡି ଶାସନ ସମୟ ରେ ନୂତନ ଗ୍ରାମ ପଞ୍ଚାୟତ ଗଠନ କରାଗଲା, ସେ ନେଇ ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ କରିବା ନିମନ୍ତେ କୋଟି କୋଟି ଟଙ୍କା ଅନୁଦାନ ଯୋଗାଇ ଦିଆଗଲା l ତଥାପି ଅଧିକାଂଶ ଜାଗା ରେ ନୂତନ ଗ୍ରାମ ପଂଚାୟତ କାର୍ଯ୍ୟାଳୟ କୋଠା ନିର୍ମାଣ ହୋଇ ପାରିଲିନି l ଯାହା ଫଳରେ ହିତାଧିକାରୀ କାର୍ଯ୍ୟାଳୟ ନ ଥିବା ଯୋଗୁଁ ବିଭିନ୍ନ ସମୟ ରେ ନାହିଁ ନ ଥିବା ଅସୁବିଧା ସମ୍ମୁଖୀନ ହେଉଛନ୍ତି l ଗ୍ରାମ ପଂଚାୟତ କୁ ଗୁରୁତ୍ୱପୁର୍ଣ୍ଣ କାର୍ଯାଳୟ ହୋଇ ଥିବା ବେଳେ ଏହି କାର୍ଯାଳୟ ନିର୍ମାଣ ଅନିୟମିତତା ଦେଖା ଦେଇଛି l ଦୀର୍ଘ ବର୍ଷ ହେଲା ଗ୍ରାମ ପଂଚାୟତ କାର୍ଯାଳୟ ନିର୍ମାଣ ରେ ଅହେତୁକ ବିଳମ୍ବ ଯୋଗୁଁ ଜନ ଅସ୍ତୁଷ୍ଟ ପ୍ରକାଶ ପାଇଥିବା ଜଣାପଡି ଛି l ଏହି ଭଲି ଏକ ନୂତନ ଗ୍ରାମ ପଂଚାୟତ ସ୍ଥାପନ କରାଯାଇଛି ହେଲେ ନିଜସ୍ୱ ଗ୍ରାମ ପଂଚାୟତ କୋଠା ନାହିଁ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ରେ ନୂତନ ନିର୍ମାଣ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ କୋଠା ଶେଷ ହୋଇନାହିଁ l ଏହାକୁ ନେଇ ଆମ ଗଣମାଧ୍ୟମ ପ୍ରତିନିଧି ତଥ୍ୟ ସୂଚନା ମାଗିବାରୁ ପଞ୍ଚାୟତ ନିର୍ବାହ କନିଷ୍ଠ ଯନ୍ତ୍ରୀ ତଥ୍ୟ ସୂଚନା ଦେବାକୁ ନାରାଜ l ତଥ୍ୟ ନ ଦେବାର କାରଣ କୋଠା ନିର୍ମାଣ ଭିତରେ କିଛି