ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଅଫିସ ତରଫରୁ କୃଷି ଯନ୍ତ୍ରପାତି ମେଳା 2025
କଲେଜ ପଡିଆ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ୱାରା ଉଦ୍ଧଘାଟନ ହୋଇଯାଇଛି Kanak bio science ଦ୍ୱାରା ପରିଚାଳିତ ସ୍ଟଲ ରେ ଜୈବିକ ପଦ୍ଧତି ବାସ୍ନା ଧାନ ର ଚାଷ ପ୍ରଣାଳୀ, କିସମ ଓ ଉପକାରିତା ବିଷୟ ରେ ଜଗନ୍ନାଥ ତ୍ରିପାଠୀ ଓ ରାଜେଶ କୁମାର ସାହୁ ଚାଷୀ ମାନଙ୍କୁ ବୁଝାଇଥିଲେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପର୍ଶୁରାମ ବେହେରା ଜିଲ୍ଲା କୃଷି ଅଧିକାରୀ ସୁଧୀର ରଞ୍ଜନ ବେହେରା (ଘଟଗାଁ ), ବିଶ୍ଵଜୟୀ ମିଶ୍ର(କେନ୍ଦୁଝର), ରବୀନ୍ଦ୍ର କୁମାର ସାହୁ (କରଞ୍ଜିଆ ),ସୁକାନ୍ତ କୁମାର ସାହୁ (କେବିକେ)ସ୍ଟଲ ପରିଦର୍ଶନ କରିଥିଲେ