ଅବତାର-୨ ବଡ ଇତିହାସ ସୃଷ୍ଟି କରିଛି।

ଆଭେଞ୍ଜର ଏଣ୍ଡଗେମର ଆଜୀବନ ବ୍ୟବସାୟକୁ ଅତିକ୍ରମ କରି ଏହା ଭାରତରେ ସର୍ବାଧିକ ଆୟ କରିଥିବା ହଲିଉଡ ଚଳଚ୍ଚିତ୍ର ପରିଚିତ ହୋଇଛି । ଅବତାର ୨: ୩୬୮.୨୦ କୋଟି ଟଙ୍କା । ସେ ଏହା ମଧ୍ୟ କହିଛନ୍ତି ଯେ ଅବତାର ୨ ପ୍ରଥମ ସପ୍ତାହରେ ୧୮୨.୯୦ କୋଟି ଟଙ୍କା ବ୍ୟବସାୟ କରିଛି।

ଦ୍ୱିତୀୟ ସପ୍ତାହରେ ୯୮.୪୯ କୋଟି, ତୃତୀୟ ସପ୍ତାହରେ ୫୪.୫୩ କୋଟି, ଚତୁର୍ଥ ସପ୍ତାହରେ ୨୧.୫୩  କୋଟି, ୫ ସପ୍ତାହରେ ୯.୪୫, , ଷଷ୍ଠ ସପ୍ତାହରେ ୧.୩୦ କୋଟି । ଏହା ଭାରତରେ ମୋଟ ୩୬୮.୨୦ କୋଟି ଟଙ୍କାର ଆୟ କରିଛି ।

ତେବେ କହିବାକୁ ଗଲେ ଅବତାର: ଦ ୱେ ଅଫ୍‌ ୱାଟର ବିଶ୍ଵର ବକ୍ସ ଅଫିସ୍‌ରେ ୧ ବିଲିୟନ ଡଲାର ଅତିକ୍ରମ କରିଛି। ଏପରିକି ଏହା ୨2 ବିଲିୟନ ଅତିକ୍ରମ କରିବାର ପ୍ରକ୍ରିୟାରେ ରହିଛି। ଏହି ଚଳଚ୍ଚିତ୍ରରେ କେଟ୍ ଅନେକ ବଡ ବଡ କଳାକାର ପ୍ରମୁଖ ଅଭିନୟ କରିଛନ୍ତି।