ଖରା ଦିନେ କୋଲ୍ଡ ଡ୍ରୀଙ୍କସ ପିଉଥିଲେ ସାବଧାନ ନଚେତ ହୋଇପାରେ ଏଭଳି ବଡ ସମସ୍ୟା!

ଖରା ଦିନେ ସୂର୍ଯ୍ୟ ର କିରଣ ବହୁତ୍ ଶକ୍ତ ଥାଏ ଯେହେତୁ ଅତ୍ୟଧିକ ଗରମ ଲାଗିଥାଏ। ଯାହା ପୂର୍ବ ଅପେକ୍ଷା ଏହି କିଛି ବର୍ଷ ହେବ ଗରମ ବା ତାତି ଅଧିକ ବଢ଼ି ଯାଇଛି। ସେହିଭଳି ଥଣ୍ଡା ପାନୀୟ ଆବଶ୍ୟକତା ବି ଖୁବ୍ ବଢ଼ିଛି। କିନ୍ତୁ ସାଧାରଣ ଲୋକେ ପାଟି ସ୍ଵାଦ ଓ ପେଟ ଥଣ୍ଡା ହେବା ଭାବି ଅଧିକ ରୁ ଅଧିକ ପିଇବା ରେ ଲାଗନ୍ତି। ତେବେ ଏହା ଦ୍ବାରା କି ସମସ୍ୟା ଶରୀର ରେ ସୃଷ୍ଟି ହୁଏ ତାହା ଏବେ ଜାଣନ୍ତୁ।

ପେଟ ରେ ଚର୍ବି ବଢ଼ି ଯାଏ। ମଧୁମେହ ରୋଗ ହେବାର ଆଶଙ୍କା ବଢ଼ି ଯାଏ। ଉକ୍ତ ରକ୍ତ ଚାପ ରୋଗୀଙ୍କ ରକ୍ତ ଚାପ ବୃଦ୍ଧି ପାଇଥାଏ। ଏହା ବ୍ୟତୀତ ଇନ୍ସୁଲିନ ର ସନ୍ତୁଳନ ବିଗିଡି ଥାଏ।

ହୃଦ୍ ରୋଗୀଙ୍କ କୋଲେଷ୍ଟ୍ରାଲ ଓ ରକ୍ତ ସଞ୍ଚାଳନ ବୃଦ୍ଧି ପାଏ। ଶିଶୁ ପାନେ ସହଜ ରେ ମୋଟାପଣ ଶିକାର ହୋଇଥାନ୍ତି। ତେଣୁ ଏହି ଥଣ୍ଡା ପାନୀୟ ଠାରୁ ଦୂରେଇ ରୁହନ୍ତୁ ବା ଅଳ୍ପ ବ୍ୟବହର କରନ୍ତୁ। ଅନ୍ୟଙ୍କୁ ଏହା ସେୟାର କରନ୍ତୁ।