ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କୁ ଭାରତୀୟ ନାଗରିକତା ମିଳିଛି।
ଖୀଲାଡ଼ି କୁମାରଙ୍କୁ ଭାରତର ପାସପୋର୍ଟ ମିଳିଛି।ଶେୟାର କରି ଅକ୍ଷୟ ଲେଖିଛନ୍ତି ‘ହୃଦୟ ଏବଂ ନାଗରିକତା, ଉଭୟ ହିନ୍ଦୁସ୍ତାନୀ’ଅକ୍ଷୟଙ୍କର ପୂର୍ବରୁ କାନାଡାର ନାଗରିକତା ଥିଲା, ।। ଯେଉଁଥିପାଇଁ ଦେଶବାସୀଙ୍କ ଟାର୍ଗେଟରେ ରହୁଥିଲେ। ଏବେ ଅକ୍ଷୟ କୁମାର ପୁଣିଥରେ ଭାରତୀୟ ନାଗରିକତା ପାଇ ଖୁବ୍ ଖୁସି।ଅକ୍ଷୟ କୁମାର ତାଙ୍କ ଟ୍ୱିଟରରେ ଭାରତୀୟ ନାଗରିକତା ପାଇବାର ପ୍ରମାଣ ଦେଇଛନ୍ତି। ସେ ଟୁଇଟରରେ ଡକ୍ୟୁମେଣ୍ଟଗୁଡିକର ଏକ କପି ମଧ୍ୟ ସେୟାର କରିଛନ୍ତି।