ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତୀ ଙ୍କ ପ୍ରେମ ସମ୍ପର୍କ କୁ ସନ୍ଧେହ କରି ରାସ୍ତା ଉପରେ ସ୍ତ୍ରୀ କଲେ କଳି।

ବିବାହିତ ପୁରୁଷ ଓ ଝିଅଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ସେଥି ମଧ୍ୟରୁ ବର୍ଷା ଓ ଅନୁଭବ ଙ୍କ ଷ୍ଟୋରି ବି ବେଶ୍ ଚର୍ଚ୍ଚା ହେଉଥିଲା କିନ୍ତୁ

ଏବେ ଓଡିଆ କଳାକାର ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ଭିତିରିଆ ସମ୍ପର୍କ କୁ ସଂଧେହ କରି ତାଙ୍କ ସ୍ତ୍ରୀ ରାସ୍ତା ଉପରେ ବାବୁସାନ୍ ଙ୍କ ଗାଡ଼ିକୁ ଅଟକାଇ ତାଙ୍କୁ ଟଣାଓଟରା କରିବା ସହିତ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ ଶକ୍ତ ଚାପୁଡା ମାରିଲେ ।

ଏହାର ଭିଡିଓ ବି ସୋସିଆଲ ମିଡିଆରେ viral ହେବାରେ ଲାଗିଛି। ଏବଂ ଫ୍ୟାନ୍ ଙ୍କ ମନ ଭିତରେ ପ୍ରଶ୍ନ ଯେ ଏହି ସୁନ୍ଦର୍ ଯୋଡ଼ି ମଧ୍ୟରେ ଫାଟ ଆସିଲା କି ? ଭବିଷ୍ୟତ ରେ କଣ ହେବ?? କଣ ବାବୁସାନ୍ ଙ୍କ ସ୍ତ୍ରୀ ବହୁତ୍ ସନ୍ଦେହି କି? ଇତ୍ୟାଦି।