ଯଦି ଲଗାତାର ଭାବରେ କାଶ ହେଉଛି କିମ୍ବା ଟଣ୍ଟି ଦରଜ ହୋଇଛି ତେବେ ଏହି ଉପଚାର କରନ୍ତୁ।
ଯଦି ଲଗାତାର ଭାବରେ କାଶ ହେଉଛି କିମ୍ବା ଟଣ୍ଟି ଦରଜ ହୋଇଛି ତେଜପତ୍ର ଏବଂ ଅଦା ସହ ମିଶ୍ରି ମିଶାଇ ଫୁଟାଇ ପାଇପାରିବେ । ଶରୀରରେ ହିମୋଗ୍ଲୋବିନ କମ୍ ଥିଲେ ନିୟମିତ ଭାବରେ ମିଶ୍ରି ଖନ୍ତିଯାହା ଫଳରେ ରକ୍ତ ସଞ୍ଚାଳନ ଠିକ୍ ରହିଥାଏ ।ମିଶ୍ରି ହଜମ ପ୍ରକ୍ରିୟାକୁ ବଢ଼ାଇଥାଏ ।।
ଲୋ ବ୍ଲଡ଼ ପ୍ରେସର୍ ରେ ପୀଡ଼ିତ ବ୍ୟକ୍ତି ପ୍ରତିଦିନ ମିଶ୍ରି ଖାଇବା ଦ୍ବାରା ରକ୍ତଚାପ ସନ୍ତୁଳିତ ରହିଥାଏ ।ଥକ୍କା ଅନୁଭବ କରୁଥିଲେ ଶୋଇବା ପୂର୍ବରୁ ମିଶ୍ରିକୁ ଗରମ କ୍ଷୀର ରେ ମିଶାଇ ପିଅନ୍ତି ।ଏହା ସ୍ମରଣ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।ପ୍ରତିଦିନ ମିଶ୍ରି ଖାଇବା ଦ୍ବାରା ଦୃଷ୍ଟିଶକ୍ତି ଜନିତ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା କମ୍ ଥାଏ ।