ଯୋଡ଼ାରେ ସଂଘବଦ୍ଧ ଆକ୍ରମଣ, ପୁଅ ମୃତ, ବାପା ଗୁରୁତର

ଯୋଡ଼ାରେ ସଂଘବଦ୍ଧ ଆକ୍ରମଣ, ପୁଅ ମୃତ, ବାପା ଗୁରୁତର । ଗତକାଲି ରାତିରେ ଘଟିଛି ହତ୍ୟାକାଣ୍ଡ । ମୃତକ କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ୬ନମ୍ବର ୱାର୍ଡ, ବାଚୁ ହଟିଂର ନେପାଳ ତନ୍ତୀ ।

ନେପାଳ ନାଁରେ ଅନେକ ଅପରାଧିକ ମାମଲା ରହିଥିବା ସୂଚନା । ପୂର୍ବ ଗଣ୍ଡଗୋଳକୁ କେନ୍ଦ୍ରକରି ହତ୍ୟା ସନ୍ଦେହ । ଯୋଡ଼ା ପୋଲିସର ତଦନ୍ତ ଆରମ୍ଭ । କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ