ଷ୍ଟେଜ୍ରେ ଗୀତ ଗାଉଥିବାବେଳେ ରାପର କୋଷ୍ଟା ଟିଚ୍ଙ୍କର ଦେହାନ୍ତ
ଦକ୍ଷିଣ ଆଫ୍ରିକାର ର୍ୟାପର ଓ ମ୍ୟୁଜିସିୟାନ କୋଷ୍ଟା ଟିଚ ଜୋହାନସବର୍ଗରେ ଏକ କନସର୍ଟରେ ପରଫର୍ମ କରୁଥିବା ସମୟରେ ବେହୋସ ହୋଇ ପଡିଯାଇଥିଲେ । ଏହି ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି କୁହାଯାଉଛି ।
ତାଙ୍କୁ ମାତ ୨୭ ବର୍ଷ ବୟସ ହୋଇଥିଲା । ତଥାପି ଦକ୍ଷିଣ ଆଫ୍ରିକା ସଂସଦର ସଦସ୍ୟ ଜୁଲିୟସ ସେଲୋ ମାଲେମାଙ୍କ ସମେତ ବିଭିନ୍ନ କଳାକାର, ସଙ୍ଗୀତ ନେଟୱାର୍କ ଏବଂ ପ୍ରଶଂସକମାନେ ସମବେଦନା ଜଣାଇଛନ୍ତି।ବିଭିନ୍ନ ଆର୍ଟିଷ୍ଟ, ମ୍ୟୁଜିସିଆନ ନେଟୱର୍କ ଓ ପ୍ରଶଂସକ ସେମାନଙ୍କର ସମବେଦନା ବ୍ୟକ୍ତ କରିଛନ୍ତି, ଏମାନଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ସଂସଦର ସଦସ୍ୟ ଜୁଲିୟସ ସେଲୋ ମଲେମା ବି ସାମିଲ ଅଛନ୍ତି ।