ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ଚିକେନ ଚଟପଟି |
ଆବଶ୍ୟକ ସାମଗ୍ରୀଚିକେନ – ୬୦୦ ଗ୍ରାମ,ଘିଅ – ୧କପ,ଅଦା ରସୁଣ ବଟା – ୨ଚାମଚ,କଟା ଅଦା – ଅଳ୍ପ,କଞ୍ଚା ଲଙ୍କା – ୨ଟି,ଲଙ୍କା ଗୁଣ୍ଡ – ୧ଚାମଚ,ହଳଦୀ ଗୁଣ୍ଡ – ଅଳ୍ପ,କସ୍ତୁରୀ ମେଥି – ଅଳ୍ପ,କଟା ପିଆଜ – ୩ଟି,ଆଲମଣ୍ଡ – ୫୦ ଗ୍ରାମ,ଦହି – ୧କପ,ଗୋଟା ଧନିଆ,ଗୋଲମରିଚ – ଅଳ୍ପ,ଲବଙ୍ଗ – ଅଳ୍ପ,ଜିରା – ଅଳ୍ପ,ଶୁଖିଲା ଲଙ୍କା – ୩ଟି,ଲୁଣ – ଆବଶ୍ୟକ ପରିମାଣରେ|