୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର
ଆଜିଠୁ ବିହାରରେ ନୀତୀଶ ରାଜ୍। ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନୀତୀଶ କୁମାର। ଗାନ୍ଧୀ ମୈଦାନରେ ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ। ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଅଛନ୍ତି।
ନୀତୀଶ କୁମାର (ମୁଖ୍ୟମନ୍ତ୍ରୀ, ବିହାର)
୧ମ ଶପଥ- ମାର୍ଚ୍ଚ ୩, ୨୦୦୦- ମାର୍ଚ୍ଚ ୧୦,୨୦୦୦
୨ୟ ଶପଥ- ନଭେମ୍ବର ୨୪, ୨୦୦୫- ନଭେମ୍ବର ୨୫,୨୦୧୦
୩ୟ ଶପଥ- ନଭେମ୍ବର ୨୬,୨୦୧୦- ମେ’ ୧୯, ୨୦୧୪
୪ର୍ଥ ଶପଥ- ଫେବ୍ରୁଆରି ୨୨,୨୦୧୫- ନଭେମ୍ବର ୧୯,୨୦୧୫
୫ମ ଶପଥ- ନଭେମ୍ବର ୨୦,୨୦୧୫- ଜୁଲାଇ ୨୬,୨୦୧୭
୬ଷ୍ଠ ଶପଥ- ଜୁଲାଇ ୨୭, ୨୦୧୭- ନଭେମ୍ବର ୧୨, ୨୦୨୦
୭ମ ଶପଥ- ନଭେମ୍ବର ୧୬, ୨୦୨୦- ଅଗଷ୍ଟ ୯, ୨୦୨୨
୮ମ ଶପଥ- ଅଗଷ୍ଟ ୧୦, ୨୦୨୨- ଜାନୁଆରି ୨୮, ୨୦୨୪
୯ମ ଶପଥ- ଜାନୁଆରି ୨୮, ୨୦୨୫- ନଭେମ୍ବର ୧୯, ୨୦୨୫
୧୦ମ ଥର ପାଇଁ ଆଜିଠି ପୁଣି ନୀତୀଶଙ୍କ ନୂଆ ଇନିଂସ୍ ଆରମ୍ଭ ହୋଇଛି