୯ରେ SHG ମହିଳାଙ୍କ ଋଣ ଛାଡ଼ ହେବ।

ରାଜ୍ୟରେ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କାଏ ହିତାଧିକାରୀଙ୍କ ଆକାଉଣ୍ଟକୁ ଆସିଛି। ଆଜି ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ୧ ଟଙ୍କା ଲେଖାଏଁ ଆସିଥିବା ବେଳେ ଆସନ୍ତା ୯ ତାରିଖ ଦିନ ବାକି ୪୯୯୯ ଟଙ୍କା ଯୋଗ୍ୟ ହିତାଧିକାରୀଙ୍କ ଖାତାକୁ ଆସିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ସେ କହିଛନ୍ତି, ୯ରେ SHG ମହିଳାଙ୍କ ଋଣ ଛାଡ଼ ହେବ। ୨୦୦ କୋଟିରୁ ଊଦ୍ଧର୍‌ବ ଟଙ୍କା ଛାଡ଼ କରାଯିବ।