ଆଜି ହେଉଛି ବରା ଦିବସ । NSL DIGITAL Apr 7, 2025 ଏପ୍ରିଲ ୭ତାରିଖ, ବରା ଦିବସ । ଢେଙ୍କାନାଳ ଜିଲ୍ଲା ହେଉଛି ବରା ପାଇଁ ପ୍ରସିଦ୍ଧ । ଦେଶୀ ବିରି ଓ ଚାଉଳ ମିଶାଇ ଏହି ବରା ପ୍ରସ୍ତୁତ ହୁଏ । ବିଶେଷ କରି ବରା ସାଙ୍ଗକୁ ଆଳୁ କଷା ଘୁଗୁନି ଟେଷ୍ଟକୁ ଡବଲ କରେ । ଆହୁରି ବି!-->… Read More...
ଲଘୁଚାପ ପ୍ରଭାବରେ ଓଡିଶାରେ ବର୍ଷା ହୋଇପାରେ NSL DIGITAL Apr 7, 2025 ଦକ୍ଷିଣ ବଙ୍ଗୋପସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପ୍ରଭାବରେ ୮ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ। ଲଘୁଚାପର ବିଶେଷ ପ୍ରଭାବ!-->… Read More...
ସିଙ୍ଗାରି ଘାଟିରେ ଟ୍ରାକଟର ଦୁର୍ଘଟଣା ଡ୍ରାଇଭର ଗୁରୁତର। NSL DIGITAL Apr 6, 2025 ଥୁଆମୂଳ ରାମପୁର,୦୬/୦୪(ଦୁର୍ଗା କୀର୍ତ୍ତି):- ରବିବାର ଅପରାହ୍ନ ରେ ଥୁଆମୂଳ ରାମପୁର ଠାରୁ କଳମପୁର ମୁଖ୍ୟ ରାସ୍ତା ସିଙ୍ଗାରି ଘାଟିରେ ଥିବା ସିନା ଗଛ ପାଖରେ ଓଡି୦୮ଇ୩୩୬୩ ନମ୍ବର ନାମକ ଟ୍ରାକଟର ଭାରସାମ୍ୟ ହରାଇ!-->… Read More...
ବାଲିଗୁଡାରେ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ NSL DIGITAL Apr 6, 2025 ବାଲିଗୁଡା, ତା, ୦୬/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସମେତ ଆଖପାଖ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ରାମ ନବମୀ!-->… Read More...
ଆଜି ପବିତ୍ର ରାମନବମୀ । NSL DIGITAL Apr 6, 2025 ଆଜି ପବିତ୍ର ରାମନବମୀ । ହିନ୍ଦୁଙ୍କ ଆସ୍ଥା ଓ ବିଶ୍ୱାସର ଆରାଧ୍ୟ ମର୍ଯ୍ୟାଦା ପୁରୁଷ ପୁରୁଷୋତ୍ତମ ରାମଚନ୍ଦ୍ରଙ୍କ ଜନ୍ମୋତ୍ସବ । ଶ୍ରୀରାମଙ୍କ ଜନ୍ମଭୂମି ଅଯୋଦ୍ଧା ସମେତ ସାରା ଦେଶରେ ବଡ଼ ଧୁମ୍ଧାମ୍ ଜାକଜମକରେ ପାଳିତ!-->… Read More...
ଗୋମାଂସ କାଟି ଦୁଇ ଗିରଫ: ମାଂସ ଜବତ NSL DIGITAL Apr 5, 2025 ବାଲିଗୁଡା,ତା, ୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅଞ୍ଚଳରେ ଗୋମାଂସ କଟିବା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ,!-->… Read More...
ଗ୍ରାହକଙ୍କୁ ଲୁଟୁଛନ୍ତି ନକଲିବ୍ରାଣ୍ଡ ପାଣି ଓ କୋଲଡ଼ଡ୍ରିଙ୍କ ପ୍ରସ୍ତୁତକାରୀ ବ୍ୟବସାୟୀ : ଚଢ଼ାଉ କେବେ ? NSL DIGITAL Apr 5, 2025 ବାଲିଗୁଡା, ତା, ୦୫/୦୪:(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର ସର୍ବବୃହତ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡା ଉପଖଣ୍ଡ ଗତ ୨ ଦଶନ୍ଧି ଧରି ଉଭୟ ରାଜନୈତିକ ଓ ଉନ୍ନୟନ କ୍ଷେତ୍ରରେ ଚର୍ଚ୍ଚାର ପ୍ରମୁଖ କେନ୍ଦ୍ରବିନ୍ଦୁ!-->… Read More...
ଅସହ୍ୟ ହେଲା ସ୍ତ୍ରୀଙ୍କ ନିର୍ଯାତନା; ଭିଡିଓ ପୋଷ୍ଟ କରି ଟ୍ରେନ୍ ଆଗକୁ ଡେଇଁଲେ ଯୁବକ NSL DIGITAL Apr 5, 2025 ନିର୍ଯାତନା ସହି ନ ପାରି ସ୍ୱାମୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର ପରେ ତଦନ୍ତ ଆରମ୍ଭ କରିଛି। ଖୋର୍ଦ୍ଧା ଜିଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ!-->… Read More...
ୱାକଫ ବିଲରେ ଭୋଟିଂ ନେଇ ସସ୍ମିତଙ୍କ ବିରୋଧରେ ବଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । NSL DIGITAL Apr 5, 2025 ୱାକଫ ବିଲରେ ଭୋଟିଂ ନେଇ ସସ୍ମିତଙ୍କ ବିରୋଧରେ ବଢିଲା କାର୍ଯ୍ୟାନୁଷ୍ଠାନ ପାଇଁ ଦାବି । ବିଜେଡିର ଜଣଙ୍କ ପରେ ଜଣ ନେତା ସସ୍ମିତ ପାତ୍ରଙ୍କ ବିରୋଧରେ ମୁହଁ ଖୋଲିଛନ୍ତି । ପ୍ରଥମେ ବରିଷ୍ଠ ନେତା ପ୍ରଫୁଲ୍ଲ ସାମଲ । ଏବେ!-->… Read More...
ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ଆୟୁଷ୍ମାନ ଭାରତ କାର୍ଡ । NSL DIGITAL Apr 5, 2025 ଆୟୁଷ୍ମାନ ଭାରତକୁ ନେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରେସମିଟ ଜାରି କରିଛନ୍ତି। ଆୟୁଷ୍ମାନ ଭାରତକୁ ନେଇ ସେ ବଡ଼ ଘୋଷଣା କରିଛନ୍ତି। ଏଣିକି ପରିବାରର ପ୍ରତି ସଦସ୍ୟଙ୍କୁ ମିଳିବ ସ୍ୱାସ୍ଥ୍ୟ କାର୍ଡ।। ପୂର୍ବରୁ!-->… Read More...
ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । NSL DIGITAL Apr 5, 2025 ପୁଣି ବିବାଦରେ ବିଜେପି ବିଧାୟକ ଜୟନାରାୟଣ ମିଶ୍ର । ଥାନା ଅଧିକାରୀଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗରେ ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଥାନା ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଦେଇଥିବା ନେଇ ଥାନା ଅଧିକାରୀ!-->… Read More...
ଓଡ଼ିଆରେ ସାଇନବୋର୍ଡ ଲେଖିନଥିଲେ ହେବ କାର୍ଯ୍ୟାନୁଷ୍ଠାନ NSL DIGITAL Apr 5, 2025 ଓଡ଼ିଶା ସରକାର ଶୁକ୍ରବାର ଦିନ ବ୍ୟବସାୟୀ ଓ ଦୋକାନୀମାନଙ୍କୁ ଚେତାବନୀ ଦେଇଛନ୍ତି। ଯଦି ସେମାନେ ନିଜ ଦୋକାନରେ ବା ବ୍ୟବସାୟିକ ପ୍ରତିଷ୍ଠାନରେ ଥିବା ସାଇନବୋର୍ଡରେ ଓଡ଼ିଆ ଭାଷା ବ୍ୟବହାର ନ କରିବେ, ତେବେ ସେମାନଙ୍କ!-->… Read More...
୧୦ ଓ ୫୦୦ ଟଙ୍କିଆ ନୋଟ୍କୁ ନେଇ ବଡ଼ ଅପଡେଟ: RBI NSL DIGITAL Apr 5, 2025 ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। ଆରବିଆଇ ଖୁବ ଶୀଘ୍ର ମହାତ୍ମା ଗାନ୍ଧୀଙ୍କ ଫଟୋ ଥିବା ୧୦ ଟଙ୍କା ଏବଂ ୫୦୦ ଟଙ୍କା ନୋଟ ଜାରି କରିବ। ଏହି ନୋଟ୍ ଗୁଡ଼ିକରେ ନୂଆ!-->… Read More...
ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। NSL DIGITAL Apr 5, 2025 ପୁଣି ଶସ୍ତା ହେଲା ସୁନା ଦର। ମଧ୍ୟବିତ୍ତ ପରିବାରଙ୍କୁ ଆଶ୍ୱସ୍ତି। ଗୋଟିଏ ଦିନରେ ୨୨ କ୍ୟାରେଟ୍ ସୁନା ଦର ୧୬ ଶହ ଟଙ୍କା କମିଥିବା ବେଳେ ୨୪ କ୍ୟାରେଟ୍ ସୁନା ୧୭୪୦ ଟଙ୍କା ଶସ୍ତା ହୋଇଛି । ବିଶେଷଜ୍ଞଙ୍କ ଅନୁମାନ!-->… Read More...
ପୁଅର ନ୍ୟାୟ ସହ କ୍ଷତିପୂରଣ ଦାବୀ ନେଇ ପରିବାର ପକ୍ଷରୁ ଦୀର୍ଘ ୮ଘଣ୍ଟା କଳା ରାସ୍ତା ଅବରୋଧ : ଯାତାୟତରେ ବାଧାପ୍ରାପ୍ତ… NSL DIGITAL Apr 5, 2025 ଅତିରିକ୍ତ ମଜିଷ୍ଟେଟ୍ ଏବଂ ବିଡ଼ିଓ ପରିବାର ଲୋକଙ୍କୁ ପୁଝାସୁଝା ପାଇଁ ଥାନାରେ I ଘଟଣାର ଉଗ୍ରରୂପ ପରେ ଥାନା ଏବଂ ପୋଲିସ ଉପରେ ପଥର ମାଡ଼ I ଥୁଆମୁଳ ରାମପୁର,୦୪/୦୪-(ଦୁର୍ଗା କୀର୍ତ୍ତି):- ବାଇକ୍ ଦୁର୍ଘଟଣାରେ!-->!-->!-->!-->!-->… Read More...
୬ ରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ NSL DIGITAL Apr 4, 2025 : ବାଲିଗୁଡା, ତା, ୦୪/୦୪: (ସଞ୍ଜୟ କୁମାର ପାଣିଗ୍ରାହୀ): ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ତେର ଦଣ୍ଡ ମିଳନ ସମାରୋହ ଏପ୍ରିଲ ୬ ତାରିଖ ରବିବାର!-->… Read More...