Browsing Category

ଆଜିର ସମ୍ବାଦ

ସବ୍ ଡିଭିଜନ୍ ସ୍ତରରେ ୫୮ ଟି ଶୀତଳଭଣ୍ଡାର ନିର୍ମାଣ ଲକ୍ଷ୍ୟ: ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

ଆଜି ବିଧାନସଭାରେ ଉଠିଛି ଶୀତଳ ଭଣ୍ଡାର କଥା । ରାଜ୍ୟରେ ଶୀତଳଭଣ୍ଡାର ନେଇ ଗୃହରେ ସରଗରମ ଆଲୋଚନା ହୋଇଛି। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କ ପ୍ରଶ୍ନରେ ଉତ୍ତର ରଖିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ।
Read More...

ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ମ୍ୟାଚ !ଷ୍ଟାଡିୟମ ଭିତରକୁ ପାଣି ବୋତଲ, କଏନ, କଲମ ମନା

ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଏବଂ ସାଉଥ୍‌ ଆଫ୍ରିକା ମଧ୍ୟରେ ଟି-୨୦ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ସୁରକ୍ଷା ବ୍ୟବସ୍ଥାକୁ
Read More...

୪ ହଜାର ହେକ୍ଟର ଜଙ୍ଗଲ ଜଳିଗଲାଣି: ମନ୍ତ୍ରୀ

ଆଜି ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନ । ଗତ ୧୭ ମାସରେ ଜଳିଗଲାଣି ୪ ହଜାର ୬୦୯ ହେକ୍ଟର ଜଙ୍ଗଲ। ଗୃହରେ ଏନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ସୂଚନା ଦେଇଛନ୍ତି । ଜୁଲାଇ ୨୦୨୪ରୁ
Read More...

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ କ୍ଷମା ମାଗିଲେ ଶୁଭଙ୍କର ମିଶ୍ରା

ଶ୍ରୀମନ୍ଦିର ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇଥିବା ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଶୁଭଙ୍କର ମିଶ୍ର ଶେଷରେ କ୍ଷମା ମାଗିଛନ୍ତି। ନିଜ ୟୁଟ୍ୟୁବ ଚ୍ୟାନେଲ ଜରିଆରେ ସେ ଭୁଲ ସ୍ବୀକାର କରିଛନ୍ତି। ଏହା ସହିତ
Read More...

ରାସ୍ତା କାମ ନିମ୍ନମାନର ଅଭିଯୋଗ: ଏକାଧିକ ସ୍ଥାନରେ ହାତରେ ଛୁଇଁଲେ ପିଚୁ ବାହାରି ଯାଉଛି: ତଦନ୍ତ ଦାବୀ

ଦାରିଙ୍ଗବାଡି, ତା, ୦୨/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ କିରିକୁଟି ପଞ୍ଚାୟତ ଦୁର୍ଗମ ବୁରାଙ୍ଗିଆ ଗ୍ରାମଠାରୁ ଡାବରବାନ୍ଦା ଗ୍ରାମକୁ ପ୍ରାୟ ୪ କିମି
Read More...

ଏବେ ବି ରାଜସ୍ୱ ଓ ପଡା ଗାଁକୁ ନାହିଁ ରାସ୍ତା: ମନ୍ତ୍ରୀ ରବି ନାଏକ

ରାଜ୍ୟର ୫୦୦୮ ରାଜସ୍ୱ ଓ ପଡା ଗ୍ରାମକୁ ଏବେବି ନାହିଁ ସବୁଦିନିଆ ରାସ୍ତା । କମ ସମୟ ଭିତରେ ରାଜସ୍ୱ ଗ୍ରାମକୁ ସବୁ ଦିନିଆ ରାସ୍ତା ହେବ ନିର୍ମାଣ । ଚଳିତ ଆର୍ଥିକ ବର୍ଷରେ ୨୬୪୩ କି.ମି ରାସ୍ତା ନିର୍ମାଣ କରିଛନ୍ତି
Read More...

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଏବେ ‘ସେବା ତୀର୍ଥ’ ଭାବରେ ପରିଚିତ ହେବ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟ ନୀତି ଏବଂ ଜନସେବା ପ୍ରତି ସମର୍ପଣକୁ ସ୍ବୀକୃତି ଦେଇ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
Read More...

ଆଜି ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ

ପ୍ରତିବର୍ଷ ଡିସେମ୍ବର ୨ରେ ବିଶ୍ୱ କମ୍ପ୍ୟୁଟର ସାକ୍ଷରତା ଦିବସ ପାଳନ କରାଯାଏ। ପ୍ରତିଟି ବ୍ୟକ୍ତିଙ୍କର କମ୍ପୁଟର ଶିକ୍ଷାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଦିବସ ପାଳନ କରାଯାଏ। ବିଶେଷ କରି ଭାରତର ଶିଶୁ ଏବଂ
Read More...

ସବୁ ସ୍ମାର୍ଟଫୋନରେ ‘ସଞ୍ଚାର ସାଥୀ ଆପ୍‌’ ରହିବା ବାଧ୍ୟତାମୂଳକ

ଭାରତରେ ମୋବାଇଲ୍ ସୁରକ୍ଷାକୁ ସୁଦୃଢ଼ ​​କରିବା ଏବଂ ଅନଲାଇନ୍ ଠକେଇକୁ ରୋକିବା ପାଇଁ, ଦୂରସଂଚାର ବିଭାଗ (DoT) ଏକ ନୂତନ ନିର୍ଦ୍ଦେଶ ଜାରି କରିଛି। । ସରକାରଙ୍କ ଟେଲିଯୋଗାଯୋଗ ବିଭାଗ (DoT) ଭାରତରେ ବିକ୍ରି ହେଉଥିବା
Read More...

ସାବଧାନ୍ ବଜାରରେ ବୁଲୁଛି ପୁଳା ପୁଳା ନକଲି ମେଡିସିନ: ସ୍ଵାସ୍ଥ୍ୟ ମନ୍ତ୍ରୀ

ବିଧାନସଭା ଅଧିବେଶନର ପଞ୍ଚମ ଦିନରେ ପ୍ରଶ୍ନକାଳ ସ୍ୱାଭାବିକ ରହିଛି । ଗୃହରେ ଆଜି ବିଭିନ୍ନ ବିଭାଗର ପ୍ରଶ୍ନ ଉପରେ ଆଲୋଚନା ହେଉଛି । ପଞ୍ଚାୟତିରାଜ, ପାନୀୟ ଜଳ ବିଭାଗର ରହିଛି ପ୍ରଶ୍ନକାଳ । ଏଥି ସହିତ ଗୃହ ନିର୍ମାଣ ଓ
Read More...

‘ରାଜ ଭବନ’ ର ନାମ ହେଲା ‘ଲୋକ ଭବନ’

ଆନୁଷ୍ଠାନିକ ଭାବରେ ‘ରାଜ ଭବନ’ ର ନାମ ପରିବର୍ତ୍ତନ କରାଯାଇ ‘ଲୋକ ଭବନ’ ନାମରେ ନାମିତ କରାଯାଇଛି। ଏହି ପରିବର୍ତ୍ତନ ସମ୍ପର୍କରେ ରାଜ ଭବନ ପକ୍ଷରୁ ସୋମବାର ଏକ ବିଜ୍ଞପ୍ତି ଜାରି କରାଯାଇଛି।ଏହା ଓଡ଼ିଶାର ପ୍ରଶାସନିକ
Read More...

ଆଦିବାସୀ ମହାବିଦ୍ୟାଳୟ ରେ ବିଶ୍ବ ଏଡ଼ସ ଦିବସ ପାଳିତ

ବାଲିଗୁଡା, ତା, ୦୧/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଶାଖା ଆନୁକୂଲ୍ଯରେ ବିଶ୍ୱ ଏଡ଼ସ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ଯ ଅତିଥି
Read More...

ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଶୀତବସ୍ତ୍ର ପୋଡ଼ି ପାଉଁଶ

ବାଲିଗୁଡା, ତା, ୦୧/୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୂଆଗାଁ ବ୍ଲକ୍ ଅର୍ନ୍ତଗତ ଗୁଞ୍ଜିବାଡ଼ି ପଞ୍ଚାୟତର ଲକେବାଡ଼ି ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ନିଆଁର ଆଁରେ
Read More...

ଆସିଲାଣି ପର୍ଯ୍ୟଟନ ଋତୁ, ନନ୍ଦନକାନନକୁ ୨ ଟି ରେଡ୍‌ ପାଣ୍ଡା ଓ ଗୋଲ୍ଡେନ ଫିଜାଣ୍ଟ ଆସିବେ

ଆରମ୍ଭ ହୋଇଗଲାଣି ପର୍ଯ୍ୟଟନ ଋତୁ । ତେଣୁ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି ନନ୍ଦନକାନନ । ଉତ୍ତରାଖଣ୍ଡର ଡେରାଡୁନ ଚିଡ଼ିଆଖାନା (ZOO)ରୁ ନନ୍ଦନକାନନକୁ ୨ ଟି ରେଡ୍‌ ପାଣ୍ଡା, ୨ ଟି ଗୋରାଲ
Read More...

୯ ଜେଲ୍‌ରୁ ୧୩ କଏଦୀ ଫେରାର୍‌ – ମୁଖ୍ୟମନ୍ତ୍ରୀ

ଗତବର୍ଷ ଜୁଲାଇରୁ ଏଯାବତ୍‌ ୯ଟି ଜେଲ୍‌ରୁ ୧୩ କଏଦୀ ଫେରାର ହୋଇଛନ୍ତିି।। ମୁଖ୍ୟମନ୍ତ୍ରୀ କହିଛନ୍ତି ଫେରାର କଏଦୀଙ୍କ ମଧ୍ୟରୁ ୬ ଜଣଙ୍କୁ ପୁଲିସ୍‌ ଧରିପାରିଛି। ବର୍ଷକରେ ୩୧ ଜଣ ବିଚାରାଧୀନ କଏଦୀଙ୍କ ଜେଲ୍‌ରେ ମୃତ୍ୟୁ
Read More...

କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା : ଆକ୍ଟିଭ ସିମ୍‌ ନଥିଲେ ଚାଲିବନି ମେସେଜିଂ ଆପ୍

ଏଣିକି ମୋବାଇଲରେ ଆକ୍ଟିଭ ସିମ୍‌ ନ ଥିଲେ ଚାଲିବ ନାହିଁ ମେସେଜିଂ ଆପ୍। ସାଇବର୍ ଠକେଇର ମୁକାବିଲା ଲାଗି କେନ୍ଦ୍ର ସରକାରଙ୍କ ନୂଆ ନିର୍ଦ୍ଦେଶାନାମା। ଦୂରସଂଚାର ବିଭାଗ (DoT) ଦ୍ୱାରା ଜାରି କରାଯାଇଥିବା ଦୂରସଂଚାର
Read More...