ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ଖୁବଶୀଘ୍ର ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜ୍ୟରେ ବିଜେପି ସରକାରର ବର୍ଷେ ପୂର୍ତ୍ତି ଅବସରରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ । ଓଡ଼ିଶା ଆସିବା ନେଇ PMO ପକ୍ଷରୁ ସୂଚନା!-->…
Read More...
Read More...
ଆଜି ବିଶ୍ୱ ପରିବେଶ ଦିବସ।
ଆଜି ବିଶ୍ୱ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିନ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା।ଆଜିକାଲିର ପରିସ୍ଥିତିରେ ଆମ ପରିବେଶ!-->…
Read More...
Read More...
ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୩ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪ଜଣ!-->…
Read More...
Read More...
ଆଜିର ଦିନ ଜୁନ୍ ୪ ତାରିଖ।ସରକାର ପରିବର୍ତ୍ତନକୁ ପୂରିଲା ବର୍ଷେ
ଆଜିର ଦିନ ଜୁନ୍ ୪ ତାରିଖ। ଓଡିଶା ରାଜନୈତିକ ଇତିହାସରେ ପରିବର୍ତ୍ତନର ଦିନ । ବର୍ଷକ ତଳେ ୨୪ବର୍ଷର ବିଜେଡି ସରକାରକୁ ହଟାଇ ବିଜେପିକୁ ସରକାରରେ ବସାଇଥିଲେ ଜନତା । ବଦଳିଥିଲା ଦଳର ପରିଚୟ । ଶାସକରୁ ବିରୋଧୀ ସିଟରେ!-->…
Read More...
Read More...
ଆଇଟମ ଡ୍ୟାନ୍ସର ନିଶା ଆସିଲେନି, ଦର୍ଶକ ଷ୍ଟେଜ ଉପରକୁ ଚେୟାର ଫୋପାଡ଼ିଲେ ।
ଅପେକ୍ଷା ଥିଲା ଆଇଟମ ଡ୍ୟାନ୍ସର ନିଶା ମହାରଣାଙ୍କୁ। ଦର୍ଶକ କରିଥିଲେ ଅପେକ୍ଷା। ନିଶା ଆସିବେ କହି ଭିଡ ମଧ୍ୟ ହୋଇଥିଲା। ହେଲେ ଆସି ପହଞ୍ଚିଲେନି ନିଶା। ଅପେକ୍ଷା କରି କରି ଶେଷରେ ରାଗିଗଲେ ଦର୍ଶକ। ଆଉ ମଞ୍ଚ ଉପରକୁ!-->…
Read More...
Read More...
ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ
ବାଲିଗୁଡା, ତା, ୦୪/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ କଳା ସଂସ୍କୃତି ସଂଘ ପକ୍ଷରୁ ମୂଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓ ଶୁଭ୍ରାଞ୍ଜଳୀ!-->…
Read More...
Read More...
ବର୍ତ୍ତମାନ ଲଘୁ ଖଣିଜ ଚୋରା ଚାଲାଣରେ ରୋକ ଲାଗିବ: ମୁଖ୍ୟମନ୍ତ୍ରୀ
ଲଘୁ ଖଣିଜ ଚୋରା ଚାଲାଣ ରାଜ୍ୟରେ ଖୁବ ଜୋରରେ ବଢିଚାଲିଛି। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।ଏଣିକି ଖଣି ବିଭାଗ ପାଖରେ ରହିବ ଲଘୁ ଖଣିଜ। ଆଉ ଏହାର ଦାୟିତ୍ୱ ତୁଲାଇବ ରାଜସ୍ୱ!-->…
Read More...
Read More...
ଗାଁସାଥିର ଲାଳସା ଗାଁରେ ବଡୁଛି ସମସ୍ୟା : ପ୍ରଶାସନ କରୁଛି ପ୍ରଶଂସ I
ଥୁଆମୂଳ ରାମପୁର,୦୩/୦୬-(ଦୁର୍ଗା କୀର୍ତ୍ତି):- ମନରେଗା ଯୋଜନା ର କାର୍ଯ୍ୟ ତଦାରଖ ବା ଲୋକଙ୍କୁ ୧୦୦ଦିନ ନିଜ ଗ୍ରାମରେ କର୍ମଜୀବୀ ବୃଦ୍ଧି କରିବାରେ ସହଯୋଗ କରିବା ପାଇଁ ନିୟୋଜିତ ଗାଁସାଥିଙ୍କ ମନମୁଖି କାର୍ଯ୍ୟ!-->…
Read More...
Read More...
“ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ”: ଓଡ଼ିଶା ପୋଲିସ
ଓଡ଼ିଶା ପୋଲିସର ସୂଚନା, ଭାରତୀୟ ଆଇନରେ ଡିଜିଟାଲ୍ ଆରେଷ୍ଟ ଭଳି କୌଣସି ଶବ୍ଦ ନାହିଁ। ଏନେଇ ‘ଏକ୍ସ’ ଯୋଗେ ସତର୍କ ରହିବାକୁ ଓଡ଼ିଶା ପୋଲିସ ସାଧାରଣ ଲୋକଙ୍କୁ ନିବେଦନ କରିଛନ୍ତି।ସାଇବର ଅପରାଧୀମାନେ ନିଜକୁ ନ୍ୟାୟିକ!-->…
Read More...
Read More...
ସବୁ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ ଜାଣନ୍ତୁ କାହିଁକି ?
ରାଜଧାନୀର ସବୁ ଟ୍ରାଫିକ୍ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ । ଏଭଳି ସୂଚନା ଦେଇଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ଅମ୍ଳଜାନ!-->…
Read More...
Read More...
ଆରମ୍ଭ ହେଲା UPSC ମାଗଣା କୋଚିଂ ପାଇଁ ଆବେଦନ ପ୍ରକ୍ରିୟା । ଜାଣନ୍ତୁ କେବେ ଶେଷ ତାରିଖ ?
ଓଡ଼ିଶା ସରକାର ୟୁପିଏସସି ଆଶାୟୀ ପ୍ରାର୍ଥୀଙ୍କ ପାଇଁ ମାଗଣା କୋଚିଂ ଆରମ୍ଭ କରିବାକୁ ଯାଉଛନ୍ତି । ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ଏ ନେଇ ବିଜ୍ଞପ୍ତି ପ୍ରକାଶ କରିଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ୫୦୦!-->…
Read More...
Read More...
ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବ୍ୟବଚ୍ଛେଦ ବିଳମ୍ବକୁ ନେଇ ଅସନ୍ତୋଷ
ବାଲିଗୁଡା, ତା, ୦୩/୦୬:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଅନ୍ତଃବିଭାଗରେ ଜଣେ ଗର୍ଭବତୀ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତ୍ୟୁ!-->…
Read More...
Read More...
ଖୁସିଖବର ! ସାତକୋଶିଆ ଗଣ୍ଡରେ ୩୦ ଘଡିଆଳ ଜନ୍ମ
ମହାନଦୀର ସାତକୋଶିଆ ଗଣ୍ଡରେ ପୁଣି ଖୁସି ଖବର। ଗତ ସପ୍ତାହକ ମଧ୍ୟରେ ବିରଳ ଘଡ଼ିଆଳ ଯୋଡ଼ା ପୁଣି ଥରେ ୩୦ଟି ଛୁଆ ଫୁଟାଇଛନ୍ତି । ମହାନଦୀ ସାତକୋଶିଆ ଗଣ୍ଡ ଘଡ଼ିଆଳ ବଂଶ ବୃଦ୍ଧି ପାଇ ଉତ୍କୃଷ୍ଟ ପ୍ରାକୃତିକ ସ୍ଥାନ ବୋଲି!-->…
Read More...
Read More...
ବର୍ଷା କ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ
ରାଜ୍ୟରେ ବର୍ଷା କ୍ଷୟ,କ୍ଷତିକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।ବର୍ଷା କ୍ଷୟକ୍ଷତି ନେଇ ୩ ଦିନରେ ରିପୋର୍ଟ ଦେବାକୁ ମନ୍ତ୍ରୀଙ୍କ ନିର୍ଦ୍ଦେଶ । ଏ ନେଇ ବିଭାଗ ତରଫରୁ ଜିଲ୍ଲାପାଳମାନଙ୍କୁ!-->…
Read More...
Read More...
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ; ଜଣେ ମୃତ ଦୁଇଜଣ ଗୁରୁତର ଡାକ୍ତର ଖାନରେ ଭର୍ତ୍ତି l
ଥୁଆମୂଳ ରାମପୁର,୦୨/୦୬-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଞ୍ଚଳରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ ୨ ଗୁରୁତର ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା!-->…
Read More...
Read More...
ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର, ୬ ନୁହେଁ ଜୁନ୍ ୭ ତାରିଖ
ପୁଣି ବଦଳିଲା ପ୍ରାଥମିକ ଶିକ୍ଷକ ବଦଳି କ୍ୟାଲେଣ୍ଡର। ଜୁଲାଇ ୨୫ ସୁଦ୍ଧା ଶେଷ ହେବ ଶିକ୍ଷକଙ୍କ ବଦଳି। ଜୁନ ୭ ବଦଳି ଆବେଦନର ଶେଷ ତାରିଖ। ଓସେପାକୁ ଚିଠି ଲେଖିଲା ଡିଇଇଓ। ଜିଲ୍ଲା ଭିତରେ ଓ ଜିଲ୍ଲା ବାହାରକୁ ବଦଳି!-->…
Read More...
Read More...