‘ରଥଯାତ୍ରା ସମୟରେ ଶେଷ ହେବ ରତ୍ନଭଣ୍ଡାର ମରାମତି
୨୮ଜୁନରୁ ୬ ଜୁଲାଇ ମଧ୍ୟରେ ଗର୍ଭଗୃହ ଓ ବାହାର ରତ୍ନଭଣ୍ଡାର ମରାମତି କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଜୁନ ୨୮ରୁ ଜୁଲାଇ ୬ ଭିତରେ ରତ୍ନଭଣ୍ଡାର ଚଟାଣ!-->…
Read More...
Read More...
ନକ୍ସଲ ବିରୋଧୀ ଅପରେସନରେ K9 ରୋଲୋ ସହିଦ
ସୀମାନ୍ତ ଛତିଶଗଡ଼ ଏବଂ ତେଲେଙ୍ଗାନା ସୀମାବର୍ତ୍ତୀ ଅଂଚଳର କାରେଗଟ୍ଟା ଜଂଗଲରେ ଗତ ୨୦ ଦିନ ଧରି ୧୦ ହଜାର ସିଆରପିଏଫ ଯବାନ ଅପରେସନ କରୁଥିବା ବେଳେ ତାଂକ ସହ ସନ୍ଧାନୀ କୁକୁର ରଲୋ ମଧ୍ୟ ଥିଲା। ରଲୋ ଅପରେସନ ବେଳେ!-->…
Read More...
Read More...
ଆସନ୍ତା ମାସ ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ
ଓଡ଼ିଶାରେ ବିଜେପି ସରକାର ଏକାକୀ ସରକାର କରିବା ପରେ ଏବେ ଏକ ବର୍ଷ ପୁରା ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ପ୍ରଥମଥର ପାଇଁ ସରକାର କରିଥିବା ବେଳେ ସରକାର ବଡ ଧୁମଧାମରେ ଏକ ବର୍ଷ ପୃର୍ତ୍ତୀ ପାଳନ କରିବେ। ରାଜ୍ୟରେ!-->…
Read More...
Read More...
ଗ୍ରାହକଙ୍କୁ ଛାନିଆ କଲାଣି ସୁନା ଦର, ଆଜି ଏତିକି ବଢିଲା
ପ୍ରତିଦିନ ମହଙ୍ଗା ହେଉଛି ସୁନା । ଗରିବ ହେଉକି ମଧ୍ୟବିତ୍ତ ସମସ୍ତଙ୍କୁ ଘାରିଛି ସୁନା ଚିନ୍ତା। ଆଜି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୧୧୦୦ଟଙ୍କା ବୃଦ୍ଧି ପାଇଥିବା ବେଳେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା!-->…
Read More...
Read More...
ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆରମ୍ଭ ହେଲା ଫର୍ମ ପୂରଣ
ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିବା ଛାତ୍ରଛାତ୍ରୀ, ଏମପି ହୋଇଥିବା ଛାତ୍ରଛାତ୍ରୀ ଏବଂ ପରୀକ୍ଷାରେ ଅନୁପସ୍ଥିତ ରହିଥିବା ଛାତ୍ରଛାତ୍ରୀଙ୍କ ପାଇଁ ବୋର୍ଡ ପକ୍ଷରୁ ଏକ ସୁଯୋଗ ଦିଆଯାଇଛି । ତେବେ ମେ ୨୬ ତାରିଖ ଯାଏଁ ଫର୍ମ!-->…
Read More...
Read More...
ଅଦିନିଆ ବର୍ଷାକୁ ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଘୋଷଣା-ଓଡ଼ିଶା ସରକାର
ଅଦିନିଆ ବର୍ଷାକୁ ରାଜ୍ୟ ସରକାର ରାଜ୍ୟଭିତ୍ତିକ ବିପର୍ଯ୍ୟୟ ଭାବେ ଗ୍ରହଣ କରିଛନ୍ତି । ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନୁମୋଦନ ଦେଇଛନ୍ତି । ଏହାଦ୍ୱାରା ଓଡ଼ିଶାର କୃଷକମାନେ ଅଦିନିଆ!-->…
Read More...
Read More...
ମୋଟାପଣ ଦୂର କରେ ଏହିସବୁ ଜିନିଷ !
ମୋଟାପଣ ବର୍ତ୍ତମାନ ସମୟରେ ସଭିଁଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ମୋଟାପଣ ବୃଦ୍ଧି କାରଣରୁ ଶରୀର ଉପରେ ଅନେକ ପ୍ରଭାବ ପକାଇବା ସହ ଶରୀରରେ ବିଭିନ୍ନ ରୋଗ ସୃଷ୍ଟି କରିଥାଏ । ତେବେ ଆପଣ ମଧ୍ୟ ଯଦି ମୋଟାପଣ!-->…
Read More...
Read More...
କାଳ ବୈଶାଖୀର କରାଳ ରୂପ: ଘରର ଛପର ଉଡିଲା ଖୋଲା ଆକାଶ ତଳେ ପରିବାର
ବାଲିଗୁଡା, ତା, ୧୪/୦୫: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ କାଳ ବୈଶାଖୀର କରାଳ ରୂପ ଦେଖାଇବାରୁ ଏକାଧିକ ଘର ଛପର!-->…
Read More...
Read More...
ଦାରିଙ୍ଗବାଡି ଅଞ୍ଚଳରେ ୭ଟି ନୂତନ ସମବାୟ ସମିତି ଖୋଲିବ : ସାଧାରଣ ବଣ୍ଟନ ବ୍ୟବସ୍ଥା କୁ ଗୁରୁତ୍ୱାରୋପ
ବାଲିଗୁଡା, ତା, ୧୪/୦୫:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବୃହଦାକାର ବହୁମୁଖୀ ସମବାୟ ସମିତି ଲିଃ ଅଞ୍ଚଳରେ କୃଷିଋଣକୁ ବ୍ୟାପକ କରାଯିବା ସହ ସାଧାରଣ ବଣ୍ଟନ!-->…
Read More...
Read More...
ବଜ୍ରପାତରେ ୪ଟି ଗାଈ ସହ ୩ଟି ବଚୁରୀଙ୍କ ମୃତ : ଗତ ଦୁଇ ଦିନରେ ଗଲାଣି ୨ମଣିଷ ଏବଂ ୭ ଗାଈଙ୍କ ଜୀବନ l
ଥୁଆମୂଳ ରାମପୁର, ୧୫/୫ (ଦୁର୍ଗା କୀର୍ତ୍ତି ): - ଅଦିନିଆ କାଳବୈଶାଖୀ ପ୍ରଭାବରେ ବୁଧବାର ଦିନ ଅପରାହ୍ନରେ ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ଅଞ୍ଚଳରେ ବର୍ଷା ସହ ପ୍ରବଳ ବେଗରେ ପବନ ଓ ଘଡ଼ଘଟି ମାରିବା ଫଳରେ ବଜ୍ରପାତ!-->…
Read More...
Read More...
ପୁଣି ବଜ୍ରପାତ ନେଲା ଆଉ ଏକ ଜୀବନ: ଦୁଇଦିନରେ ଗଲାଣି ଦୁଇଟି ଅମୂଲ୍ୟ ଜୀବନ I
ମେଡ଼ିକାଲ ରେ ତହସିଲଦାର ଏବଂ ଜନପ୍ରତିନିଧି ପହଞ୍ଚି ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି l
ଥୁଆମୂଳ ରାମପୁର,୧୪/୦୫-(ଦୁର୍ଗା କୀର୍ତ୍ତି) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ବଜ୍ରପାତରେ ୨ ଦିନ!-->!-->!-->…
Read More...
Read More...
ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ । ନିଆଯିବ ଉଚିତ୍ ପଦକ୍ଷେପ
ପଶ୍ଚିମବଙ୍ଗର ପୂର୍ବ ମେଦିନାପୁର ଜିଲ୍ଲା ଉପକୂଳ ସହର ‘ଦୀଘା’ରେ ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗ ନେଇ ଗୁରୁବାର ଆଇନ ମନ୍ତ୍ରୀ ପୃଥ୍ବରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଖୁବଶୀଘ୍ର!-->…
Read More...
Read More...
କାଳବୈଶାଖୀ ବର୍ଷା ନେଇ ଏହି ଜିଲ୍ଲାକୁ ସତର୍କତା ଜାରି
ଭାରତୀୟ ପାଣିପାଗ ବିଭାଗ ଗୁରୁବାର ରାଜ୍ୟର ୧୧ଟି ଜିଲ୍ଲାରେ ୫୦-୬୦ କିଲୋମିଟର ବେଗରେ ପବନ ବହିବା ସହିତ ଝଡ଼ବର୍ଷା ଓ ବଜ୍ରପାତ ହେବା ନେଇ ସତର୍କତା ଜାରି କରିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ,!-->…
Read More...
Read More...
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ
ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବର୍ଣ୍ଣଶଙ୍କର (ହାଇବ୍ରିଡ଼) ପ୍ରଜାତିର ସିଂହ ‘ଆକାଶ’ର ମୁତ୍ୟୁ ହୋଇଛି। ସେ ଗତ କିଛି ମାସ ହେବ ବାଦ୍ଧର୍କ୍ୟଜନିତ ରୋଗରେ ପୀଡ଼ିତ ଥିଲା। ସ୍ନାୟୁଗତ ସମସ୍ୟା କାରଣରୁ ପକ୍ଷଘାତରେ ଆକ୍ରାନ୍ତ!-->…
Read More...
Read More...
ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନଙ୍କ ଇସ୍ତଫା
ଇସ୍ତଫା ଦେଲେ ମୁନା ଖାନ୍! ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହେଉଛି। ବର୍ତ୍ତମାନ ନବୀନ ନିବାସରେ ପହଞ୍ଚିଛନ୍ତି ବିଜେଡି ଏମପି ମୁନା ଖାନ୍। ଗତ କିଛି ଦିନ ତଳେ ବିଜେଡି ନିଜର!-->…
Read More...
Read More...
ଗ୍ରାହକଙ୍କ ପାଇଁ ଆଶ୍ୱସ୍ତି ସହ ବଡ ଖୁସି ଖବର । ସୁନା ଦର ୨ ହଜାର ଟଙ୍କା ହ୍ରାସ ହୋଇଛି ।
ସୁନା କିଣିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଖୁସି ଖବର । ପୁଣି ଶସ୍ତା ହେଲା ସୁନା । ଆଜି ବି କମିଲା ସୁନା ଦର । ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୯୩,୯୩୦ ଟଙ୍କା ରହିଛି । ଗତକାଲି ଏହା ୯୬,୦୬୦ ଟଙ୍କା ଥିଲା!-->…
Read More...
Read More...