ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବ ଦାହ।

ପୁରୀ ସ୍ୱର୍ଗଦ୍ୱାରରେ ଏଣିକି କାଠ ବଦଳରେ ଗୋବର ଘସିରେ ହେବ ଶବଦାହ। ଏନେଇ ଯୋଜନା ପ୍ରସ୍ତୁତ ଚାଲିଥିବା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସୂଚନା ଦେଇଛନ୍ତି। ଏନେଇ ଯୋଜନା ପ୍ରସ୍ତୁତି
Read More...

ଆସନ୍ତାକାଲି ଶ୍ରୀ ଜଗନ୍ନାଥଙ୍କ ବନକ ଲାଗି ପାଇଁ ଦର୍ଶନ ବନ୍ଦ ରହିବ

ପୁରୀ ଶ୍ରୀମନ୍ଦିରରେ ବୁଧବାର ଅର୍ଥାତ୍‌ ଅକ୍ଟୋବର ୩୦ ତାରିଖରେ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ
Read More...

ପୁଣି ଓଡ଼ିଶାକୁ ଆସିବେ ୫ ବାଘୁଣୀ ।

ମହାରାଷ୍ଟ୍ରରୁ ଓଡ଼ିଶାକୁ ଆସିବ ଆଉ ୫ ବାଘୁଣୀ ବର୍ତ୍ତମାନ ଶିମିଳିପାଳରେ ଗୋଟେ ବାଘୁଣୀ ଛଡାଯାଇଛି । ଖୁବ୍ କମ‌ ଦିନ ଭିତରେ ଶିମିଳିପାଳରେ ଆଉ ଗୋଟିଏ ବାଘୁଣୀ ଛଡା ଯିବା ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଗତ କାଲି
Read More...

୨ଲକ୍ଷ ମୂଲ୍ୟର ବ୍ୟାଗ୍ ଧରି ଟ୍ରୋଲ ହେଲେ ପ୍ରସିଦ୍ଧ ପ୍ରବଚିକା

ଆଧ୍ୟାତ୍ମିକ ପ୍ରବଚିକା ତଥା ଗାୟିକା ଜୟା କିଶୋରୀ ଏବେ ପୁଣିଥରେ ହେଉଛନ୍ତି ଟ୍ରୋଲ୍। ନିଜ ଅନୁଗାମୀମାନଙ୍କୁ ଧନସଂପତ୍ତି ଆହରଣର ମୋହରୁ ଦୂରରେ ରହି ଏକ ସରଳ ଜୀବନଯାପନ କରିବାକୁ ପରାମର୍ଶ ଦେଉଥିବା ପ୍ରବଚିକାଙ୍କର ଏକ
Read More...

ପାଟନା ମେଟ୍ରୋ ଟନେଲ କାମବେଳେ ୨ ଓଡ଼ିଆ ଶ୍ରମିକ ମୃତ

ବିହାର ପାଟନାରେ ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଆହତ ହୋଇଛନ୍ତି। ମେଟ୍ରୋ ଟନେଲ କାମ ବେଳେ ଅଘଟଣ ଘଟି ମୃତ୍ୟୁ ଘଟିଥିବା ନେଇ ରାଜ୍ୟ ଶ୍ରମ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ସ୍ପଷ୍ଟ କରିଛନ୍ତି। ଏହି
Read More...

ଆଜିଠୁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ

ବାତ୍ୟା ‘ଦାନା’ ଯିବା ପରେ ଆଜିଠୁ ପୁଣି ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ଫଳରେ ପୁଣି ଥରେ ଶିମିଳିପାଳରେ ପର୍ଯ୍ୟଟକଙ୍କ ସମାଗମ ଆରମ୍ଭ ହୋଇ ଯାଇଛି |ଆଜି ପାଗ ଶୁଖିଲା ହେବା ପରେ ଶିମିଳିପାଳକୁ ଖୋଲିବା ସହ
Read More...

ବିବାଦକୁ ଆସିଲା ଶିଳ୍ପା ସେଟ୍ଟୀଙ୍କ ଲିଙ୍ଗରାଜ ମନ୍ଦିର ଭିତରର ଫଟୋ ।

ଶ୍ରୀଲିଙ୍ଗରାଜ ମନ୍ଦିର ଭିତରେ ଫଟୋ ଉଠାଇ ବିବାଦରେ ଫସିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ। ସୋମବାର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଭୁବନେଶ୍ୱର ଆସିଥିବା ଶିଳ୍ପା ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବାକୁ
Read More...

କେବେ କାଳୀ ପୂଜା, କେବେ ଦୀପାବଳି ଜାଣନ୍ତୁ

ଚଳିତ ବର୍ଷ ପୁଣି ଥରେ କାଳୀ ପୂଜା ଓ ଦୀପାବଳୀ ଅମାବାସ୍ୟା ପାଳନକୁ ନେଇ ଦ୍ବନ୍ଦ୍ବ ଦେଖାଯାଇଛି । କାହିଁକିନା ସାଧାରଣଃ ଗୋଟିଏ ଦିନରେ ହିଁ କାଳୀପୂଜା ଏବଂ ପୟାଶ୍ରାଦ୍ଧ ପାଳନ କରାଯାଏ । ହେଲେ ଚଳିତ ବର୍ଷ ଓଡିଶାରେ
Read More...

ପ୍ରତିଷ୍ଠା ହେବ ଭିଜିଲାନ୍ସ ଫରେନ୍‌ସିକ୍ ବିଜ୍ଞାନ ଅନୁଷ୍ଠାନ

ରାଜ୍ୟରେ ପ୍ରତିଷ୍ଠା ହେବ ଭିଜିଲାନ୍ସ ଫୋରେନସିକ ବିଜ୍ଞାନ ଅନୁଷ୍ଠାନ । ଏଥିରେ ୮ଜଣ ଏସପି , ୮ ଜଣ ଏଏସପି , ୨୪ ଡିଏସପି କାର୍ଯ୍ୟ କରିବେ । ଏହା ସହିତ ୨୪ ସାଇବର ଏକ୍ମପର୍ଟ, ଚାଟାର୍ଡ ଆକାଉଣ୍ଟ , ବ୍ୟାଙ୍କ ଏକ୍ସପର୍ଟ
Read More...

ଦୀପାବଳି ପାଇଁ ଗାଇଡଲାଇନ ଜାରି

ବାଣ ବିକ୍ରି ପାଇଁ ଗାଇଡଲାଇନ ଜାରି କଲା କମିଶନରେଟ ପୁଲିସ । ସୁପ୍ରିମକୋର୍ଟଙ୍କ ନିୟମ ଅନୁସାରେ ବାଣ ଫୁଟାଯିବ । ବିପଦ ଜନକ ବାଣ ଫୁଟା ଓ ବିକ୍ରି ଉପରେ କଟକଣା ଜାରି । କୌଣସି ଦୋକାନରେ ୩୦୦ କେଜିରୁ ଅଧିକ ବାଣ
Read More...

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଓଡିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ

ବାତ୍ୟା ଦାନା ଓଡିଶା ଛାଡିବା ପରେ ରାତିର ପାରଦ ତଳକୁ ଖସିଛି । ଦିନର ତାପମାତ୍ରାରେ ମଧ୍ୟ କିଛିଟା ତଫାତ ପରିଲକ୍ଷତ ହୋଇଛି । ମେଧୁଆ ପାଗ ଲାଗି ରହିଥିବାରୁ ଆଜି ଅଧିକାଂଶ ସ୍ଥାନରେ ଦିନର ତାପମାତ୍ରାରେ ୩୦ ଡିଗ୍ରୀ
Read More...

ଖୁବ୍ ଶୀଘ୍ର ମିଳିବ ସୁଭଦ୍ରା ଟଙ୍କା : ଉପ ମୁଖ୍ୟମନ୍ତ୍ରୀ ଦେଲେ ସୂଚନା

ସରକାରଙ୍କ ‘ସୁଭଦ୍ରା’ ଯୋଜନାର କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବଡ଼ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବାକି ରହିଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଖୁବ୍‌ଶୀଘ୍ର
Read More...

ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା

ଅକ୍ଟୋବର ୨୯ ତାରିଖରୁ ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ ଯୋଜନା । ଏଥିରେ ୭୦ ବର୍ଷ ବୟସରୁ ଉର୍ଦ୍ଧ୍ବ ବୟସ୍କ ନାଗରିକଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସେବା ମିଳିବ । ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ନେଇ ସୂଚନା
Read More...

ଦିନକୁ ଦିନ ମହଙ୍ଗା ହେଲାଣି ଖାଇବା ତେଲ । 

ପାର୍ବଣ ଋତୁରେ ଖାଇବା ତେଲ ଦର ଆକାଶଛୁଆଁ । ନିରନ୍ତର ଭାବେ ଦର ବୃଦ୍ଧି ଖାଉଟିଙ୍କ ଚିନ୍ତା ବଢ଼ାଇଛି । ଗତ ମାସ ତୁଳନାରେ ଚଳିତ ମାସରେ ପାମ୍‌ ଅଏଲ୍ ଦର ୩୭% ବଢ଼ିଗଲାଣି । ଫଳରେ ଏହା ହାଣ୍ଡିଶାଳ ବଜେଟକୁ ପ୍ରଭାବିତ
Read More...

ଥାନାରେ ପୋଲିସ ପିନ୍ଧିଲେ ବଡ଼ି କ୍ୟାମେରା

ଡିଜିପି ସମ୍ମିଳନୀ ପୂର୍ବରୁ ଆକ୍ସନ ମୋଡ୍‌ରେ କମିଶନରେଟ୍‌ ପୁଲିସ। ଅମାନିଆଙ୍କୁ ସାବାଡ କରିବା ପାଇଁ କମିଶନରେଟ ପୁଲିସର ନୂଆ ଯୋଜନା। ଥାନା ରିସେପସନ୍‌ ଦାୟିତ୍ୱରେ ଥିବା ଅଧିକାରୀ ପିନ୍ଧିଲେ ବଡି କ୍ୟାମେରା।ସବୁ
Read More...

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆସନ୍ତାବର୍ଷରୁ ଆରମ୍ଭ ହେବ ଜନଗଣନା

କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନଗଣନା ସମ୍ପର୍କରେ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ଆସନ୍ତାବର୍ଷଠାରୁ ଦେଶରେ ଜନଗଣନା ଆରମ୍ଭ ହୋଇପାରେ ବୋଲି ସୂତ୍ରରୁ ପ୍ରକାଶ। ଜନଗଣନା ଆସନ୍ତାବର୍ଷ ୨୦୨୫ରୁ ୨୦୨୬ ପର୍ଯ୍ୟନ୍ତ
Read More...