ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ।

ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବେଳେ ଏଥର ଦେୟ ଦେବାକୁ ପଡ଼ିପାରେ। କୋଭିଡ୍‌ ପରଠାରୁ ପରୀକ୍ଷାର୍ଥୀଙ୍କୁ ଫର୍ମ ପୂରଣ ବାବଦକୁ କୌଣସି ଦେୟ ଦେବାକୁ ପଡୁ ନ ଥିଲା। ୨୦୨୦ ପରଠୁ ବନ୍ଦ ଥିବା ପରୀକ୍ଷା ଫି’ ଚଳିତ
Read More...

ଓଲଟି ପଡ଼ିଲା ଟ୍ରକ୍‌, ଲୋକେ ବୋହି ନେଲେ ସେଓ

ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିପଡିଲା ଫଳ ବୋଝେଇ ଟ୍ରକ । ରାସ୍ତା ତଳକୁ ଓଲଟି ପଡିଲା ଟ୍ରକର ଡାଲା। ଆଉ ଏଥିରେ ଥିବା ଫଳ ସବ ରାସ୍ତା ଉପରେ ବିଛେଇ ପଡିଲା। ଟ୍ରକ୍‌ଟି ଦିଲ୍ଲୀରୁ ସେଓ ନେଇ ଭୁବନେଶ୍ୱର ଅଭିମୁଖେ
Read More...

ବହୁତ ଶୀଘ୍ର କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ରାଜ୍ୟ ସରକାର ଉଚ୍ଚ ଶିକ୍ଷାନୁଷ୍ଠାନକୁ ଯୌନ ନିର୍ଯାତନା ମୁକ୍ତ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି। ଏଣିକି ସବୁ ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ଆଇସିସି ରହିବ। ବାଣୀବିହାରରେ ଛାତ୍ରୀଙ୍କୁ
Read More...

ଭାରତରେ ମିଳିଛି ମଙ୍କିପକ୍ସର ସବୁଠୁ ବିପଦଜନକ ଭାରିଆଣ୍ଟ

ମଙ୍କିପକ୍ସକୁ ନେଇ ପୁଣି ଚିନ୍ତା ବଢିଲା। ଆଫ୍ରିକୀୟ ଦେଶରେ ଘାତକ ସାଜିଥିବା ମଙ୍କିପକ୍ସର ନୂଆ ଭାରିଆଣ୍ଟ 'କ୍ଲେଡ୍ 1ବି'ରେ ଜଣେ ଭାରତୀୟ ଯୁବକ ଚିହ୍ନଟ ହୋଇଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ଷ୍ଟ୍ରେନକୁ ହେଲଥ
Read More...

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ପକ୍ଷରୁ ରିଲିଫ ବଣ୍ଟନ

କନ୍ଧମାଳ : ୨୩/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ବ୍ଲକ ଅନ୍ତର୍ଗତ ଡାଙ୍ଗୁଲୁ ଗ୍ରାମ ଠାରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ଟ୍ରଷ୍ଟ ଆନୁକୂଲ୍ୟରେ ଭାରତୀୟ ରେଡ଼କ୍ରସ ସଂସ୍ଥା ଦ୍ୱାରା
Read More...

ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ବାଟାଗୁଡା ରେ ପ୍ରଗତିର ନୂତନ ସୂର୍ଯ୍ୟୋଦୟ ଓ ବିଜେପି ର ସଦସ୍ୟତା ଅଭିଯାନ

ବାଲିଗୁଡା, ୨୩/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ବିଜେପି ନେତୃତ୍ୱରେ ଗଠିତ ରାଜ୍ୟରେ ସୂତନ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ହୋଇଛି। ଏହି ୧୦୦ ଦିନର ଉପଲବ୍ଧିକୁ ଲୋକଙ୍କ ନିକଟରେ ପହ‌ଞ୍ଚାଇବା ପାଇଁ ବାଲିଗୁଡା
Read More...

ବିଶିଷ୍ଟ ଗାୟକ ରୁକୁ ସୁନାଙ୍କ ପାଇଁ ବଢ଼ିଲା ଅଡୁଆ ।

କଳାହାଣ୍ଡି ଜିଲା ଭବାନୀପାଟଣାର ଜଣାଶୁଣା ସମ୍ବଲପୁରୀ ଗାୟିକା ତଥା ଅଭିନେତ୍ରୀ ରୁକ୍ସାନା ବାନୋ (୨୭)ଙ୍କ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଥିଲା। ସ୍କ୍ରବ ଟାଇଫସରେ ତାଙ୍କ ମୃତ୍ୟୁ ହେଇଥିବା
Read More...

 ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷିବ।

ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସୋମବାର ପଶ୍ଚିମ ରାଜସ୍ଥାନ ଏବଂ ଗୁଜରାଟ କଚ୍ଛର କିଛି ଅଞ୍ଚଳରୁ ବିଦାୟ ନେଇଛି। ଗତ ୧୭ ତାରିଖ ସୁଦ୍ଧା ମୌସୁମୀ ଫେରିବା ଆରମ୍ଭ କରିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ
Read More...

ବାଲିଗୁଡା : ସାପ କାମୁଡାରେ ରେ ଜଣେ ମୃତ

ବାଲିଗୁଡା,୨୩/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ମିଡିଆକିଆ ପଞ୍ଚାୟତର ଡଙ୍ଗାମିଲା ଗ୍ରାମର ଉଷପ ମଲ୍ଲିକ (୩୫) ରବିବାର ରାତିରେ ନିଜ ପିଲା ଓ ସ୍ତ୍ରୀ ସହିତ ଘରେ ଶୋଇଥିବା
Read More...

ଏଏନ୍ଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା

ବାଲିଗୁଡ଼ା:୨୩/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୁଆଗାଁ ଥାନା କୁଡ଼ୁତୁଲିରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା ।ଏଏନ୍ଏମଙ୍କୁ ମରଣାନ୍ତକ ଆକ୍ରମଣ ପରେ ଏଏନ୍ଏମଙ୍କ
Read More...

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ ଶୁଣିଲେ ଲୋକଙ୍କ ସମସ୍ୟା

‘ଲୋକଙ୍କ ମୁଖ୍ୟମନ୍ତ୍ରୀ’ଙ୍କ ଲୋକଙ୍କ ଅଭିଯୋଗ ଶୁଣିବାର ଧାରା ଜାରି ରହିଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ପଞ୍ଜୀକୃତ ହୋଇଥିବା ଏକ ହଜାର ଅଭିଯୋଗକାରୀଙ୍କ ଠାରୁ
Read More...

କଟକରେ ନକଲି କ୍ଷୀର କମ୍ପାନୀରେ ଚଢାଉ

କଟକରେ ନକଲି ସସ୍‌, ହଳଦୀ ଗୁଣ୍ଡ, ଜର୍ଦା, ଘିଅ ଆଦି ଠାବ ହେବା ପରେ ବର୍ତ୍ତମାନ ତାଲିକାରେ ସାମିଲ ହୋଇଛି ନକଲି କ୍ଷୀର । ବେ କିଛି ଖଳ ପ୍ରକୃତିର ଲୋକେ ଏକ ଘରୋଇ କମ୍ପାନୀର ନାଁ’ରେ କଳାବଜାରୀ କରୁଥିବା କାରଖାନାକୁ
Read More...

ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ! ରାଜି ନହେଲେ ମାଡ଼ ମାରୁଥିଲେ କନ୍‌ଷ୍ଟେବଳ।

ରଙ୍ଗୀଲା କନ୍‌ଷ୍ଟେବଳ। ଏକ ତରଫା ପ୍ରେମ କରୁଥିଲେ। ରାତି ଅଧରେ ଷ୍ଟାଫ୍‌ ନର୍ସଙ୍କ ଘରକୁ ଯାଉଥିଲେ ଓ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ। ରାଜି ନହେଲେ ମାଡ଼ ମାରୁଥିଲେ। ଯାଜପୁର ଦଶରଥପୁର ବ୍ଲକ
Read More...

ଟ୍ରେନର ବର୍ଥ ଉପରେ ଫଣା ଟେକି ଶୋଇଥିଲା ସାପ

ଟ୍ରେନ୍‌ ଏସି କୋଚ୍‌ ଭିତରେ ପଶିଲା ସାପ। ଛାନିଆ ହେଲେ ଯାତ୍ରୀ । ନିକଟରେ ମଧ୍ୟପ୍ରଦେଶର ଜବଲପୁରରୁ ମୁମ୍ବାଇ ଯାଉଥିବା ଗରିବ ରଥ ଏକ୍ସପ୍ରେସରେ ଦେଖିବାକୁ ମିଳିଛି ଏଭଳି କିଛି ଦୃଶ୍ୟ।ଏହି ସମୟରେ ସେଠାରେ ଉପସ୍ଥିତ
Read More...

ଆନ୍ଦୋଳନ ପ୍ରତ୍ୟାହୃତ କଲା ବିଜେଡି ।

ସାମୟିକ ଭାବେ ଆନ୍ଦୋଳନକୁ ପ୍ରତ୍ୟାହୃତ କରିଛି ବିଜୁ ଜନତା ଦଳ । ଭରତପୁର ଥାନା ହାଇଡ୍ରାମା ଘଟଣାରେ ମଙ୍ଗଳବାର ଦିନ ୬ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା ବିଜେଡି । ଦଳ ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି
Read More...

୬ ସପ୍ତାହ ପରେ ଆଜି ପୁଣି ଖୋଲିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ।

ଆଜି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବିଧାନସଭା କାର୍ଯ୍ୟକ୍ରମ ସହ ଅନ୍ୟାନ୍ୟ ଛୁଟି କାରଣରୁ ଦୀର୍ଘଦିନ ହେବ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ବନ୍ଦ ରହିଥିଲା ।ମୁଖ୍ୟମନ୍ତ୍ରୀଙ୍କ
Read More...