ରାଜ୍ୟରେ ନିଯୁକ୍ତି ପାଇବେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରା ମେଡିକାଲ ଷ୍ଟାଫ୍

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସମୀକ୍ଷା ବୈଠକରେ ୧୮୪୦ ଡାକ୍ତର ଓ ୫୦୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫଙ୍କ ନିଯୁକ୍ତି ପାଇଁ
Read More...

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ

ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କ କାଳୀୟ ଦଳନ ବେଶ । ଆଜି ଭାଦ୍ରବ କୃଷ୍ଣପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ କାଳୀୟଦଳନ ବେଶ ଓ ଧେନୁକାସୁର ବଧ ପ୍ରସ୍ତାବ ଅନୁଷ୍ଠିତ ହେବ ।ସାତ ଫଣା ଥାଇ କାଳୀୟନାଗ
Read More...

ଥୁଆମୂଳ ରାମପୁର ଥାନା ପକ୍ଷରୁ ଆତ୍ମହତ୍ୟା ବିରୋଧୀ ଓ ଆତ୍ମ ବଳୀଦାନକୁ ଏକ ସଚେତନତା ଶିବିର କାର୍ଯ୍ୟକ୍ରମ I

ଥୁଆମୂଳ ରାମପୁର:୧୮/୦୮-(ଦୁର୍ଗା କୀର୍ତ୍ତି):- ସମାଜରେ ଆତ୍ମହତ୍ୟା ଓ ଆତ୍ମ ବଳୀଦାନ ଭଳି ଘୃଣ୍ୟ ଘଟଣା ଦିନକୁ ଦିନ ବୃଦ୍ଧି ପାଉଥିବା ଏକ ଦୁଃଖ ଦାୟକ ବିଷୟ ହୋଇପଡୁଛି। ଏହା ବିରୋଧରେ ସଚେତନ ହେବା ସହିତ ସମାଧାନ କରିବା
Read More...

ଥୁଆମୂଳ ରାମପୁର ସଦର ସିଆରସିସି ଝାଜରୁ ମାଝୀଙ୍କ ଦେହାନ୍ତ l

ଥୁଆମୂଳ ରାମପୁର,୧୭/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସିଆରସିସି ଝାଜରୁ ମାଝୀଙ୍କ ଶନିବାର ସନ୍ଧ୍ୟାରେ ଦେହାନ୍ତ ହୋଇଥିବା ବେଳେ ଶିକ୍ଷକ, ଛାତ୍ର
Read More...

ବନ ବିଭାଗ ପକ୍ଷରୁ ଏକ ଅଜଗର ସାପ ଉଦ୍ଧାର l

ଥୁଆମୂଳ ରାମପୁର, ୧୭/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ରେଞ୍ଜ ସ୍ଥିତ ଡୁମେର ପଦର ସଦର ଗଉଡ଼ ପଡ଼ା ସ୍କୁଲ ପାଖ ର ଏକ ମକା ବାଡ଼ରୁ ପଡ଼ା ବାସୀଙ୍କ ସହଯୋଗ ରେ ବନବିଭାଗ ଏକ ବିରାଟ ଅଜଗର
Read More...

ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ

ପୁଣି ମଞ୍ଚରେ ଜୀବନ୍ତ ସାପ । ଅପେରାରେ ପୁଣି ସାପ ଧରି ଅଭିନେତାଙ୍କ ଅଭିନୟ । ଅନୁଗୋଳ ସହର ଉପକଣ୍ଠ ନତଡ଼ାଗାଁରେ ଗତକାଲି ରାତିରେ ଏକ ଅପେରାରେ ନାଟକ ପରିବେଷଣର ଭିଡିଓ ଭାଇରାଲ ହେଉଛି । ଜୀବନ୍ତ ସାପ ସହ ଅଭିନୟ
Read More...

ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ସହଯୋଗ ଲୋଡିଲା ଏନଡିଏ

ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ପ୍ରସ୍ତୁତିକୁ ଜୋରଦାର କରିଛି ଏନ୍‌ଡିଏ । ଗତକାଲି ପ୍ରାର୍ଥୀ ଘୋଷଣା କରିବା ପରେ ସମର୍ଥନ ଯୋଗାଡ଼ ଆରମ୍ଭ କରିଛି । ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ଫୋନ୍‌ରେ କଥା
Read More...

ପୁଣି ୨୫ ପର୍ଯ୍ୟନ୍ତ ବଢ଼ିଲା ଚାଷୀ ପଞ୍ଜୀକରଣ

ଖରିଫ ଋତୁ ଧାନ ସଂଗ୍ରହ ପାଇଁ ରାଜ୍ୟ ସରକାର ଚାଷୀ ପଞ୍ଜୀକରଣ ଅବଧି ୫ଦିନ ବୃଦ୍ଧି କରିଛନ୍ତି। ପଞ୍ଜୀକରଣ ସମୟ ସୀମା ଚଳିତ ମାସ ୨୦ ତାରିଖ ଥିବାବେଳେ ୨୫ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏ ସଂକ୍ରାନ୍ତରେ ଖାଦ୍ୟ ଯୋଗାଣ
Read More...

ସମ୍ବଲପୁରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ପୁଣି ନାବାଳିକା ପୁଣି ଗଣଦୁଷ୍କର୍ମ। ସବୁଥର ପରି ଏଥର ମଧ୍ୟ କିଛି କାମାନ୍ଧ ପୁରୁଷଙ୍କ ଲୋଲୁପ ଦୃଷ୍ଟିର ଶିକାର ପାଲଟିଛି ଜଣେ ନାବାଳିକା।ବାରମ୍ୱାର ରେପ୍ ଘଟଣା ବଢ଼ୁଛି ପଛେ କମିବାର ନାଁ ଧରୁନି। ଆଜି ପୁଣିଥରେ
Read More...

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ଏହିସବୁ ଜିଲ୍ଲାରେ ବର୍ଷା ହେବ

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ଆହୁରି ୩ ଦିନ ପ୍ରବଳ ବର୍ଷା ହେବାର ସମ୍ଭାବନା ମଧ୍ୟ ଉଭା ହୋଇଛି। ଆଜି କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ ଗଜପତି ଜିଲାରେ ପ୍ରବଳରୁ ଅତି ପ୍ରବଳ
Read More...

ରାଗ ତମ ତମ ହୋଇ ପାଣ୍ଡିଆନ ଏ କଣ କହିଦେଲେ ?

ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି। ନବୀନଙ୍କ ଅସୁସ୍ଥତା
Read More...

ତୃତୀୟଲିଙ୍ଗୀଙ୍କ ପାଇଁ ବଡ଼ ଘୋଷଣା : ନିଯୁକ୍ତି ବେଳେ ରହିବ ସଂରକ୍ଷଣ ବ୍ୟବସ୍ଥା

ତୃତୀୟ ଲିଙ୍ଗୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା । ନିଯୁକ୍ତି ବେଳେ ପରୀକ୍ଷା ନିୟମ ବଦଳିବ । ପୁରୁଷ ଓ ମହିଳାଙ୍କ ପରି ତୃତୀୟ ଲିଙ୍ଗିଙ୍କ ପାଇଁ ଆବେଦନରେ ବ୍ୟବସ୍ଥା ପ୍ରସ୍ତାବ ରହିଛି । ଭିନ୍ନକ୍ଷମ ସଶକ୍ତିକରଣ
Read More...

ସ୍ୱାଧୀନତା ଦିବସ କପ ଫୁଟବଲ ଚମ୍ପିୟାନସିପ ରେ ସିର୍ତ୍ତିଗୁଡା ଦଳ ବାଜିମାତ କଲା

ବାଲିଗୁଡା, ତା, ୧୬/୦୮: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଖଣ୍ଡ କ୍ରୀଡା ସଂସଦ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ମିନି ଷ୍ଟାଡିଅମ ପରିସର ମଧ୍ୟରେ ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ
Read More...

ତାଲୁକ ଆଇନ ସେବା କମିଟି ପକ୍ଷରୁ ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କ ପୁନଃ ନାମାଙ୍କନ ଉପରେ ସଚେତନତା କାର୍ଯ୍ୟକ୍ରମ l

ଥୁଆମୂଳ ରାମପୁର,୧୬/୦୮-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ବଡ଼ଛତ୍ରଙ୍ଗ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତାଲୁକ ଆଇନ ସେବା କମିଟି ଅଧକ୍ଷ ତଥା ଜେ.ଏମ.ଏଫ୍.ସି କୋର୍ଟ
Read More...

ପ୍ରବଳ ବର୍ଷା ସ୍ୱତ୍ୟେ ଥୁଆମୂଳ ରାମପୁର ବ୍ଲକ୍ ର ବିଭିନ୍ନ ସ୍ଥାନରେ ସ୍ଵାଧୀନତା ଦିବସ ପାଳିତ l

ଥୁଆମୂଳ ରାମପୁର,୧୬/୦୮-(ଦୁର୍ଗା କୀର୍ତ୍ତି):- ଲଘୁଚାପ ଜନିତ ପ୍ରବଳ ବର୍ଷା ଯୋଗୁଁ ମଧ୍ୟ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକର ତହସିଲ କାର୍ଯ୍ୟାଳୟ, ଶିକ୍ଷାଧିକାରୀ କାର୍ଯ୍ୟାଳୟ, ମହିଳା ଓ ଶିଶୁ ବିକାଶ
Read More...

ତାରାପ୍ରସାଦ ବାହିନୀ ପତିଙ୍କୁ ଶକ୍ତ ଚାପୁଡ଼ା

କୋରାପୁଟ ବସଷ୍ଟାଣ୍ଡରେ ଗତ ୧୪ ତାରିଖ ରାତିରେ କଂଗ୍ରେସର ମଶାଲ ଶୋଭାଯାତ୍ରା ବୈଠକ ଆୟୋଜନ କରାଯାଇଥିଲା। ବୈଠକ ପରେ କୃଷ୍ଣ କୁଲଦୀପ ନାମକ ଯୁବକ ହଠାତ ପହଞ୍ଚି ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଶକ୍ତ ଚାପୁଡ଼ା
Read More...