ଅଦରକାରୀ ଜିନିଷକୁ ନେଇ ସୁନ୍ଦର କାରୁକାର୍ଯ୍ୟ !! କିଏ ଏହି ମହିଳା ଚିତ୍ର ଶିଳ୍ପୀ।
ଅଦରକାରୀ ଓ ଫିଙ୍ଗା ହେଉଥିବା ଜିନିଷକୁ କିପରି ରଙ୍ଗ ତୂଳୀ ମାଧ୍ୟମରେ ସୁନ୍ଦର କରି ନୂଆ ଜୀବନ ଦେଇପରୁଛନ୍ତି କଟକ କେଶର ପୁର ଅଞ୍ଚଳର ଅମ୍ରିତା ମହାନ୍ତି ଦେଖନ୍ତୁ।

ଖାଲି ସେତିକି ନୁହେଁ ନେଲ ଆର୍ଟ ଓ ପଟ୍ଟଚିତ୍ର ରେ ବି ସେ ବେଶ୍ ଅଭିଜ୍ଞତା ରଖିଛନ୍ତି। ଆପଣ ଅମ୍ରିତା ଙ୍କ ଚିତ୍ରକଳା ରୁଚି ଦେଖିଲେ ପ୍ରଶଂସା ନକରି ରହି ପାରିବେ ନାହିଁ।