୪ ଦିନ କଲବଲ କରିବ ଘନ କୁହୁଡି

କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହାଡ଼ ଭଙ୍ଗା ଶୀତର ଲହରି ସହ ତୁଷାରପାତ ହୋଇଛି । ୫ ଡଗ୍ରୀ ତଳକୁ ଖସିଛି ପାରଦ । ବ୍ଲକର ବିଭିନ୍ନ ଜାଗାରେ ତୁଷାର ପାତ ହୋଇଛି । ହାଡ ଭଙ୍ଗା ଶୀତରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡିଛି
Read More...

ନନ୍ଦନକାନନରେ ଟୟ ଟ୍ରେନ ଲାଇନଚ୍ୟୁତ। ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ।

ରବିବାର ଅପରାହ୍ନରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅଘଟଣ ଘଟିଛି। ୫୭ ଜଣ ପର୍ଯ୍ୟଟକଙ୍କୁ ନେଇ ପରିଭ୍ରମଣ କରାଇବା ବେଳେ ଅପରାହ୍ନ ପ୍ରାୟ ସାଢ଼େ ୨ଟା ବେଳେ ଜଙ୍ଗଲ ମଝିରେ ଟୟଟ୍ରେନ୍‌ ଅଟକି ଯାଇଛି।। ଟୟ ଟ୍ରେନର ଇଞ୍ଜିନ
Read More...

ବଢିଲା ଅଫିସରଙ୍କ ଗାଡ଼ି ଭଡ଼ା,ଫେବୃୟାରୀରୁ ନୂଆ ଦର

ଅଫିସରମାନେ ଉପଯୋଗ କରୁଥିବା ଗାଡ଼ିର ଭଡ଼ା ପରିମାଣକୁ ରାଜ୍ୟ ସରକାର ବୃଦ୍ଧି କରିଛନ୍ତି । ତେଲ ଦର ବଢ଼ିଥିବାରୁ ୮ବର୍ଷ ପରେ ଏହି ଭଡ଼ାରେ ସଂଶୋଧନ ଆବଶ୍ୟକତା ପଡ଼ିଛି ବୋଲି ଅର୍ଥ ବିଭାଗ କହିବା ସହ ଫେବୃୟାରୀ ପହିଲାରୁ
Read More...

ପୁରୁଣା କ୍ରିଷ୍ଣା ମିନି ବସ ଟି ହୁ ହୁ ହୋଇ ଜଳିଗଲା

ବାଲିଗୁଡା, ୧୯/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ପଣସପୋଡି ସାହିକୁ ଯିବା ରାସ୍ତା କଡରେ ଦୀର୍ଘ ଦିନ ହେବ ଅଚଳ ହୋଇ ରହିଥିବା କ୍ରିଷ୍ଣା ନାମକ ଘରୋଇ ମିନି ବସଟି ଶନିବାର ରାତ୍ରରେ ହଠାତ
Read More...

ବାରଖମା ପଞ୍ଚାୟତକୁ ନୂତନ ବ୍ଲକ ଗଠନ ଦାବି : ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଗର୍ଜନ କଲେ ୮ ପଞ୍ଚାୟତ ବାସିନ୍ଦା

ବାଲିଗୁଡା ,୧୮/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ବାରଖମା କୁ ନୂତନ ବ୍ଲକ ଘୋଷଣା ଦାବିରେ ଶନିବାର ୧୫ ନମ୍ବର ଜିଲ୍ଲା ପରିଷଦ ଜୋନ ର ୮ ପଞ୍ଚାୟତର ଶତାଧିକ ଲୋକ ନିଜ ନିଜ ପାରମ୍ପରିକ
Read More...

ଓଡ଼ିଶା ପୋଲିସରେ ନିଯୁକ୍ତ ପାଇଁ ଘୋଷଣା: ଅନ୍‌ଲାଇନ୍‌ରେ ହେବ ଆବେଦନ

ଓଡ଼ିଶା ପୋଲିସ ପକ୍ଷରୁ ଏସ୍‌ଆଇ ବା ସବ୍‌ଇନ୍ସପେକ୍ଟର ପଦବୀ ଖାଲି ଅଛି। ଏଥିରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି। ଏଥିସହିତ ଏସ୍‌ଆଇ ସମକକ୍ଷ ପଦବୀ (CPSE-୨୦୨୪) ପାଇଁ ମଧ୍ୟ ନିଯୁକ୍ତି ଘୋଷଣା କରାଯାଇଛି। ବିସ୍ତୃତ
Read More...

ଫେବୃଆରୀରୁ ନୂଆ ନିୟମ: ଗାଡ଼ି ବୀମା ନ ଥିଲେ ଗଣିବ ଜରିମାନା

ଗାଡି ବୀମା ନଥିଲେ ଧରିବ ଟୋଲ ଗେଟ । ମୋଟର ଯାନର ବୀମା ନଥିଲେ ସ୍ୱୟଂକ୍ରିୟ ପ୍ରଣାଳୀରେ ଧରା ପଡିବେ ।ଫେବୃୟାରୀ ପହିଲାରୁ ସାରା ରାଜ୍ୟରେ ନିୟମ ଲାଗୁ ହେବ । ଧରାପଡ଼ିଲେ ମୋଟର ଯାନ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ
Read More...

ଇ-କେଓ୍ବାଇସି ସରିବା ପରେ ନୂଆ ଆବେଦନ ପାଇଁ ପୋର୍ଟାଲ ଖୋଲିବ:ମନ୍ତ୍ରୀ

ଆୟକରଦାତା ନେଉଥିଲେ ରାସନ। ଏଭଳି ଚାଞ୍ଚଲ୍ୟକର ତଥ୍ୟ ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ପୂର୍ବ ସରକାର ସମୟରେ ଆୟକରଦାତା ମାନେ ରାସନ କାର୍ଡ ପାଇଥିଲେ ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ
Read More...

ସ୍ମାର୍ଟ ମିଟର ବାଧ୍ୟତାମୂଳକ ଅଟେ : ଶକ୍ତି ମନ୍ତ୍ରୀ

ସ୍ମାର୍ଟ ମିଟରରେ ଅଧିକ ବିଲ୍ ଆସୁଥିବା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଙ୍ଗଦେଓ । ସେ କହିଛନ୍ତି, ଟେକ୍ନୋଲଜି ସହ ଯୋଡିହେବାକୁ ହେଲେ ସ୍ମାର୍ଟ ମିଟର
Read More...

ଛୁଆଙ୍କ ପାଇଁ କାଳ ସାଜିଛି ମୋବାଇଲ |ଦୃଷ୍ଟିଶକ୍ତି ସମସ୍ୟା ଭୋଗୁଛନ୍ତି ଏତେ ଜଣେ..

ଆଜିକାଲି ଆପଣ ସମସ୍ତେ ଜାଣିଛନ୍ତି କି ଛୁଆର ପ୍ରଥମ ଖେଳନା ମୋବାଇଲ୍ ହୋଇଯାଇଛି, ଛୋଟ ଛୁଆଙ୍କ ହାତରେ ଫୋନ୍ ଆଉଥରେ ଦେଇଦେଲେ ସେ ଛାଡିବାକୁ ନାଁ ନିଅନ୍ତି ନାହିଁ । ଯଦି ଆପଣ ଜବରଦସ୍ତି ତାଙ୍କଠାରୁ ଛଡେଇବେ ତେବେ ସେ
Read More...

ଓଡ଼ିଶାକୁ ଏକ ଯୌତୁକ ମୁକ୍ତ ରାଜ୍ୟ କରିବାକୁ ନିର୍ଦ୍ଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଯୌତୁକ ଏକ ପରମ୍ପରା ନୁହେଁ, ସଂସ୍କୃତି ନୁହେଁ କି ବ୍ୟକ୍ତିଗତ ବ୍ୟାପାର ନୁହେଁ – ଏହା ଏକ ସାମାଜିକ ବ୍ୟାଧି । ଯୌତୁକ ନିଷେଧ ଆଇନ ୧୯୬୧ ପ୍ରଣୟନର ୬୦ ବର୍ଷ ପରେ ମଧ୍ୟ ସମାଜରେ ଏବେ ବି ଯୌତୁକ ଦିଆନିଆ ହଉଛି ବୋଲି
Read More...

ରାଜ୍ୟରେ ଶୀତ ଜାରି ରହିବ ।

ରାଜ୍ୟରେ ଶୀତ ଜାରି ରହିବ । ବିଶେଷ କରି ଆସନ୍ତା ୭ ଦିନ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ରାତିର ତାପମାତ୍ରା ପ୍ରାୟ ୧୧ରୁ ୧୩ ଡିଗ୍ରୀ ସେଲସିୟସ ହେବାର ସମ୍ଭାବନା ରହିଛି ବୋଲି ଭାରତ ପାଣିପାଗ ବିଭାଗ (ଆଇଏମଡି) ଶୁକ୍ରବାର
Read More...

ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଉଦଘାଟନ

ବାଲିଗୁଡା,୧୭/୦୧: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ବିଜୁ ପଟ୍ଟନାୟକ ମିନିଷ୍ଟାଡ଼ିୟମ ପରିସର ମଧ୍ୟରେ ଆଦିବାସୀ ମହାବିଦ୍ୟାଳୟର ୩୭ ତମ ବାର୍ଷିକ କ୍ରୀଡା ଉତ୍ସବ ଶୁକ୍ରବାର
Read More...

ପେଙ୍ଗଢୁସି ଗାଁରେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ।,ପରିବାର ପକ୍ଷରୁ ଥାନାରେ ହତ୍ୟା ଅଭିଯୋଗ ଆଣିଲେ l

ଥୁଆମୂଳ ରାମପୁର, ୧୭।୧ (ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ପେଙ୍ଗଢୁସି ଗ୍ରାମରେ ଲକ୍ଷ୍ମଣ ମାଝୀ (୩୬ବର୍ଷ) ନାମକ ଜଣେ ଯୁବକଙ୍କ ଅସ୍ଵାଭାବିକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ ତାଙ୍କୁ ହତ୍ୟା
Read More...

କଙ୍ଗନାଙ୍କ ‘Emergency’ ! ଫ୍ୟାନ୍ସଙ୍କ ମନ ଜିତୁଛି ଅଭିନେତ୍ରୀଙ୍କ ଦମ୍‌ଦାର ଅଭିନୟ

ଏମରଜେନ୍ସି ଫିଲ୍ମରେ ଇନ୍ଦିରାଗାନ୍ଧିଙ୍କ ପିଲାଦିନ ଠାରୁ ତାଙ୍କୁ ହତ୍ୟା ସମୟ ପର୍ଯ୍ୟନ୍ତ ଘଟଣାବଳୀକୁ ଦେଖାଯାଇଛି । ଏହି ଫିଲ୍ମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆତ୍ମ ଜୀବନୀ ବୋଲି କହୁନାହିଁ
Read More...

ବରିଷ୍ଠ ନାଗରିକଙ୍କୁ ଶିରିଡ଼ି ବୁଲା‌ଇବେ ଓଡ଼ିଶା ସରକାର।

ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାରେ ସ୍ପେଶାଲ୍ ଟ୍ରେନ୍‌ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ଵର ରେଳ ଷ୍ଟେସନରେ ଭୁବନେଶ୍ଵର - ଶିରିଡ଼ି - ନାସିକ ଟ୍ରେନକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ
Read More...