ଅକ୍ଟୋବରରେ ୨୦ ଦିନ ବ୍ୟାଙ୍କ ବନ୍ଦ ରହିବ

ଦଶହରା, ଗଜଲକ୍ଷ୍ମୀ ପୂଜା, ଦୀପାବଳୀ ଓ ଛଟ ପୂଜା ପାଇଁ ଦେଶରେ ଉତ୍ସବର ମାହୋଲ ଥିବା ବେଳେ ଅକ୍ଟୋବର ମାସ ପାଇଁ ବ୍ୟାଙ୍କ ଛୁଟି ତାଲିକା ପ୍ରକାଶ ପାଇଛି । ଅକ୍ଟୋବର ମାସରେ ପାଖାପାଖି 20 ଦିନ ବ୍ୟାଙ୍କ ବନ୍ଦ ରହିବ ।
Read More...

ବାଲିଗୁଡା ରେ ନବରାତ୍ର ଦୂର୍ଗାପୂଜାକୁ ନେଇ ସମଗ୍ର ଅଞ୍ଚଳ ଚଳ ଚଞ୍ଚଳ

ବାଲିଗୁଡା, ତା, ୨୬/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି
Read More...

ଅଞ୍ଚବସୀଙ୍କ ଦୀର୍ଘ ବର୍ଷ ର ସ୍ବପ୍ନ ସାକାର କଳା ଉତ୍କଳ ଆଲୁମିନା : ୟୁଆଇଏଲ ସିଏସଆର୍ ପକ୍ଷରୁ ମହାପ୍ରଣାୟ ଯାନ ପ୍ରଦାନ…

ଥୁଆମୁଲ ରାମପୁର, ୨୬/୯-(ଦୁର୍ଗା କୀର୍ତ୍ତି):- ରାୟଗଡ଼ା ଜିଲ୍ଲା ଟିକିରୀ ଅନ୍ତର୍ଗତ ଦୋରାଗୁଡ଼ା ସ୍ଥିତ ଉତ୍କଳ ଆଲୁମିନା, ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଆଦିତ୍ୟ ବିର୍ଲା ଗ୍ରୁପର ସହଯୋଗୀ କମ୍ପାନୀ ପକ୍ଷରୁ ୟୁଆଇଏଲ ଖଣି
Read More...

ଆସନ୍ତା ୨୯ ରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ, ଅକ୍ଟୋବର ୮ରେ ଖୋଲିବ ଅଦାଲତ

ଆରମ୍ଭ ହେଲାଣି ପାର୍ବଣ। ଆସନ୍ତା ୨୯ ତାରିଖ ସୋମବାରରୁ ହାଇକୋର୍ଟର ଦଶହରା ଅବକାଶ ଆରମ୍ଭ ହେଉଛି। ଶୁକ୍ରବାର ଶେଷ କାର୍ଯ୍ୟ ଦିବସ । ଅକ୍ଟୋବାର ୮ରେ ଅଦାଲତ ଖୋଲିବ । ଏହି ଛୁଟି ସମୟ ମଧ୍ୟରେ ଜରୁରି ମାମଲାର ଶୁଣାଣି
Read More...

ବିଭିନ୍ନ ବିଭାଗରେ ନିୟୋଜିତ ୧୫ ବର୍ଷରୁ ଅଧିକ ପୁରୁଣା ୬ ହଜାର ଗାଡ଼ିକୁ ସ୍କ୍ରାପିଂ କରିବେ ସରକାର

କୌଣସି ସରକାରୀ ବିଭାଗରେ ବ୍ୟବହାର ହେବନି ପୁରୁଣା ଗାଡ଼ି । ୧୫ ବର୍ଷରୁ ଅଧିକ ପୁରୁଣା ସମସ୍ତ ସରକାରୀ ଗାଡ଼ିକୁ ସ୍କ୍ରାପିଂ କରାଯିବ । ଏନେଇ ବାଣିଜ୍ୟ ପରିବହନ ବିଭାଗ ପକ୍ଷରୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ
Read More...

ଏଣିକି ଦ୍ଵାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ AI ଟେକ୍ନୋଲୋଜି

ଦ୍ୱାଦଶ ପରୀକ୍ଷା ପ୍ରସ୍ତୁତି ପାଇଁ ବ୍ୟବହାର ହେବ ଏଆଇ ଟେକ୍ନୋଲୋଜି । ଘରେ ବସି ଏଆଇ ମାଧ୍ୟମରେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ ନିଜ ଦକ୍ଷତା ଜାଣିହେବ । ବିଭିନ୍ନ ମଡ୍ୟୁଲର ପ୍ରଶ୍ନ ରଖିବ ଏଆଇ । , ଉତ୍ତର ଦେବେ
Read More...

“ଆମ ସାଥି” Chatbotର ଶୁଭାରମ୍ଭ କଲେ ରାଜ୍ୟ ସରକାର

ହାତ ପାହାନ୍ତାରେ ମିଳିବ ସରକାରୀ ସେବା । ଜନ୍ମମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆର୍ନ୍ତଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ
Read More...

ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା

ଆସନ୍ତାକାଲି ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା । ରାଜ୍ୟର ୧୯୩ ଟି ପରୀକ୍ଷା କେନ୍ଦ୍ରରେ ୭୫ ହଜାର ୪୦୩ ଶିକ୍ଷକ ଶିକ୍ଷୟିତ୍ରୀ ଦେବେ ଏହି ପରୀକ୍ଷା । ସମସ୍ତ ପରୀକ୍ଷା କେନ୍ଦ୍ରରେ ହୋଇଛି ସିସିଟିଭି ବ୍ୟବସ୍ଥା । ବୋର୍ଡରେ
Read More...

ନବରାତ୍ରିର ପଞ୍ଚମ ଦିନରେ ମା’ ସ୍କନ୍ଦମାତାଙ୍କୁ ପୂଜା

ନବରାତ୍ରିର ପ୍ରତ୍ୟେକ ଦିନ ଦେବୀ ମାତାଙ୍କ ପୂଜା ପାଇଁ ଉତ୍ସର୍ଗୀକୃତ, କିନ୍ତୁ ପ୍ରତ୍ୟେକ ଦିନ ଦେବୀଙ୍କ ଏକ ଭିନ୍ନ ରୂପକୁ ପୂଜା କରାଯାଏ। ତେଣୁ, ନବରାତ୍ରିର ପଞ୍ଚମ ଦିନରେ ପୂଜା ପାଉଥିବା ଦେବୀ ଦୁର୍ଗାଙ୍କ ରୂପ
Read More...

ଖାଲି ପଡିଛି ନୂଆପଡ଼ା ବିଧାନସଭା ଆସନ, ଜୟ ଢୋଲକିଆ ବିଜେଡି ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା

“ଆମ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ମୁଁ କାମ କରୁଛି । ମୁଁ ବିଜେଡିର ପ୍ରାର୍ଥୀ ହେବି ।ତେବେ କିଛି ଗଣମାଧ୍ୟମରେ ସେ ଅନ୍ୟ ଦଳରେ ମିଶିବା ନେଇ ପ୍ରକାଶିତ ଖବରକୁ ଜୟ ଢୋଲକିଆ ଖଣ୍ଡନ
Read More...

କେନ୍ଦୁଝର ପ୍ରତିଭା ସମ୍ମାନ ଉତ୍ସବରେ ସଂମ୍ମାନିତ ହେଲେ ଯୁବ ସାମ୍ବାଦିକ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ସ୍ତରୀୟ "ପ୍ରତିଦିନ" ଖବର କାଗଜ ଓ ଟିଭି ତରଫରୁ ଜିଲ୍ଲା ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଙ୍କ ନେତୃତ୍ୱରେ କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟ ରେ ଥିବା କେନ୍ଦ୍ର ସମବାୟ ବ୍ୟାଙ୍କ
Read More...

ଉନ୍ନୟନ ଟ୍ରଷ୍ଟ ହାତରେ ଦାରିଙ୍ଗବାଡି ର କଫି ବଗିଚା: ଅଧିକ ପର୍ଯ୍ୟଟକ ଙ୍କ ପରିଭ୍ରମଣ

ବାଲିଗୁଡା, ତା, ୨୫/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକକୁ ପର୍ଯ୍ୟଟନ କ୍ଷେତ୍ର ଭାବେ ସ୍ବତନ୍ତ୍ର ପରିଚୟ ଦେଇଥିବା କଫି ବଗିଚା ଏବେ ବ୍ଲକ ପ୍ରଶାସନ
Read More...

ଭୁବନେଶ୍ବର ଏମ୍ସରେ ଅଭିଜିତ ମଜୁମଦାରଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଲା

ସଙ୍ଗୀତ ନିର୍ଦେଶକ ଅଭିଜିତ ମଜୁମଦାର ସ୍ଵାସ୍ଥ୍ୟରେ ସୁଧାର ଆସିଥିବା ଭୁବନେଶ୍ଵର ଏମ୍‌ସ ପକ୍ଷରୁ ସୂଚନା ମିଳିଛି। ଗୁରୁବାର ତାଙ୍କ ଆଇସିୟୁ ଓ୍ବାର୍ଡରୁ ବାହାର କରି ମେଡିସିନ ଓ୍ବାର୍ଡକୁ ସ୍ଥାନାନ୍ତର
Read More...

କାଲିଠାରୁ ବାଲିଯାତ୍ରା ପ୍ଲଟ ଆବେଦନ

ଐତିହାସିକ କଟକ ବାଲିଯାତ୍ରା ୨୦୨୫ ପାଇଁ ଆସନ୍ତାକାଲି ଠାରୁ ଷ୍ଟଲ ବୁକିଂ କରି ପାରିବେ ବ୍ୟବସାୟୀ । ଚଳିତ ବର୍ଷ ନଭେମ୍ବର ୫ ରୁ ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲିବ କଟକ ବାଲିଯାତ୍ରା । ବାଲିଯାତ୍ରାରେ ସୁରୁଖୁରୁରେ ଷ୍ଟଲ
Read More...

ରକ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଚିଠି

ଉତ୍ତରାଖଣ୍ଡରେ ଗତ ଏକ ମାସ ଧରି ପଦୋନ୍ନତି, ସ୍ଥାନାନ୍ତର ଓ ପୁରୁଣା ପେନସନ ଯୋଜନା ସମେତ ପ୍ରାୟ 34ଟି ଦାବି ନେଇ ଶିକ୍ଷକମାନେ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଆସୁଛନ୍ତି । ଆନ୍ଦୋଳନରତ ଥିବା, ରାଜ୍ୟ ଶିକ୍ଷକ ସଂଘର
Read More...

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା

ଅଳିଆରୁ ପ୍ରସ୍ତୁତ ହେବ ଏନର୍ଜି ଆଉ କୋଇଲା । ଆଜି ଏଭଳି କିଛି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟ ସରକାରଙ୍କ ଗୃହ ଏବଂ ନଗର ଉନ୍ନୟନ ବିଭାଗ ଏନେଇ କାର୍ଯ୍ୟ କରୁଥିବା ସୂଚନା ଦେଇଛନ୍ତି
Read More...