ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ

ପୁରୀ ସ୍ବର୍ଗଦ୍ୱାରରେ ଚମତ୍କାର। ଶବ ହୋଇ ଆସିଥିବା ବୃଦ୍ଧା ଚେଇଁ ଉଠିଲେ | ଗଞ୍ଜାମ ପୋଲସରାରୁ ମହିଳା ଜଣଙ୍କୁ ଅନ୍ତିମ ସଂସ୍କାର କରିବା ପାଇଁ ପୁରୀ ଅଣାଯାଇଥିଲା । ଚିତା ଯୋଗାଡ଼ଚାଲିଥିବା ବେଳେ ହଠାତ୍ ଉଠି ବସିଥିଲେ
Read More...

ପିଏମ୍‌ କିସାନ : ଏହି ଦିନ ମିଳିବ ୨୧ତମ କିସ୍ତି

ପିଏମ କିସାନ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କ ପାଇଁ ବଡ ଖବର । ସିଏମ କିସାନ ହିତାଧିକାରୀ KYC ଅପଡେଟ କରି ପିଏମ କିସାନରେ ସାମିଲ ହୋଇପାରିବେ । ଏବେ ସିଏମ କିସାନର ୫୧ ଲକ୍ଷ ୫୪ ହଜାର ହିତାଧିକାରୀ ଥିବା ବେଳେ ପିଏମ
Read More...

ମହିଳା ସୁରକ୍ଷା ଚିନ୍ତା, କେତେ ମହିଳା ଜାଣନ୍ତି Helpline 112

ପୂର୍ବରୁ ଫୋନରେ ୧୦୦ ନମ୍ବରରେ କଲେ ପୋଲିସ ସହାୟତା ମିଳୁଥିଲା । ସେହି ନମ୍ବରଟି ବଦଳି ଯାଇଛି । ଅର୍ଥାତ୍‌ ୧୦୦ ବଦଳରେ ୧୧୨ କୁ କଲ୍‌ କରିବାକୁ ପଡିବ । ତେବେ ପୋଲିସ,ଆମ୍ବୁଲାନ୍ସ, ଅଗ୍ନିଶମ ଭଳି ଏକକାଳୀନ ତିନୋଟି
Read More...

ଖୋଲିଲା ସୁଭଦ୍ରା ଅଭିଯୋଗ ପୋର୍ଟାଲ

'ସୁଭଦ୍ରା' ଯୋଜନା ଅଭିଯୋଗ ସମାଧାନ ମଡ୍ୟୁଲରର ଆରମ୍ଭ । ଉଦ୍‌ଘାଟନ୍ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ହିତାଧିକାରୀଙ୍କ ଦୂର ହେବ ସମସ୍ୟା। ନୂଆ ପୋର୍ଟାଲରେ ଅଭିଯୋଗ କରି
Read More...

ପୁରୀରେ ହବିଷ୍ୟ ପାଳିବା ପାଇଁ ୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ

ଚଳିତ ବର୍ଷ ହବିଷିଆଳୀ ଯୋଜନାରେ ପୁରୀରେ ରହି ହବିଷ ବ୍ରତ ପାଇଁ ବ୍ରତଧାରୀମାନଙ୍କ ପାଇଁ ଆରମ୍ଭ ହୋଇଛି ପଞ୍ଜିକରଣ ପ୍ରକ୍ରିୟା । ଆସନ୍ତା ୧୯ ତାରିଖ ପୂର୍ବାହ୍ନ ୧୦ଟାରୁ ଧାର୍ଯ୍ୟ ଲକ୍ଷ ପୂରଣ ହେବା ପର୍ଯ୍ୟନ୍ତ
Read More...

ଆସନ୍ତା ୧୭ରେ ସକାଳୁଆ ସ୍କୁଲ

ଆସନ୍ତା ୧୭ ତାରିଖରେ ରାଜ୍ୟର ସମସ୍ତ ସ୍କୁଲରେ‘ଏକ୍‌ ପେଡ୍‌ ମା’କେ ନାମ’ ପର କାର୍ଯ୍ୟକ୍ରମରେ ବୃକ୍ଷରୋପଣ ହେବ । ଏହି ଦିନ ସ୍କୁଲ ସକାଳ ୭ଟାରୁ ଅପରାହ୍ନ ସାଢ଼େ ୧ଟା ଯାଏ ଖୋଲାଯିବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ
Read More...

ଆହୁରି ୨ ଦିନ ପ୍ରବଳ ବର୍ଷା, ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଆହୁରି ୨ ଦିନ ପ୍ରବଳ ବର୍ଷା । ଆଜି ୧୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ।ପଶ୍ଚିମ କେନ୍ଦ୍ରୀୟ ଓ ନିକଟବର୍ତ୍ତୀ ଉତ୍ତର ପୂର୍ବ ବଙ୍ଗୋପସାଗର- ଉତ୍ତର ଆନ୍ଦ୍ୟପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ନିକଟବର୍ତ୍ତୀରେ ଲଘୁଚାପ
Read More...

ଲଘୁଚାପ ପ୍ରଭାବରେ ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି । ଆଗାମୀ ୩ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା ୨୪ ଘଣ୍ଟାରେ ସାରା ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । କୋରାପୁଟ, ମାଲାକନଗିରି,
Read More...

ପ୍ରାଚୀନ ତନ୍ତ୍ରମନ୍ତ୍ର ର ଭୈରବ ପୀଠରେ ପ୍ରସିଦ୍ଧ ଝାମୁଯାତ୍ରା (ଭୋଦବାଲି) ଅନୁଷ୍ଠିତ l

କାଳିଶି ଲାଗିଲେ କଣ୍ଟା ଗାଦିଆ ଓ କଣ୍ଟା ଦୋଳିରେ ଝୁଲିଲେ ଶିବ ଶକ୍ତି I ଥୁଆମୂଳ ରାମପୁର,୧୩/୦୯-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ଶ୍ରୀ ଶ୍ରୀ ଭୈରବ ଦେବଙ୍କ ତନ୍ତ୍ର
Read More...

ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ

ବାଲିଗୁଡା, ତା, ୧୩/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଆଦିବାସୀ ମହାବିଦ୍ଯାଳୟ ଯୁବ ରେଡକ୍ରସ୍ ଆନୁକୂଲ୍ଯରେ ବିଶ୍ୱ ପ୍ରାଥମିକ ଉପଚାର ଦିବସ ପାଳିତ ହୋଇଯାଇଛି l ଭାରପ୍ରାପ୍ତ
Read More...

ସାରା ଓଡ଼ିଶାରେ ହେବ ‘ଶୂନ ଦୁର୍ଘଟଣା ଦିବସ’ କାର୍ଯ୍ୟକ୍ରମ

ରାଜ୍ୟରୁ ଦୁର୍ଘଟଣା ଶୂନ୍ୟ କରିବା ପାଇଁ ମୋହନ ସରକାରଙ୍କ ଲକ୍ଷ୍ୟ । ଓଡ଼ିଶାକୁ ଏକ ଦୁର୍ଘଟଣା ଶୂନ୍ୟ ରାଜ୍ୟ ଭାବରେ ଗଢ଼ିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଆହ୍ବାନ । 'ସୁରକ୍ଷିତ ଗାଡ଼ି ଚଳାଇବା, ସୁରକ୍ଷିତ
Read More...

ଛାତ୍ରଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ ପ୍ରଧାନ ଶିକ୍ଷକ ନିଲମ୍ବିତ

କନ୍ଧମାଳ, ତା, ୧୩/୦୯:(ସଞ୍ଜୟ କୁମାର ପାଣିଗ୍ରାହୀ): ପିଲାଙ୍କ ଆଖିରେ ଅଠା ପକାଇଦେବା ଘଟଣାରେ କନ୍ଧମାଳ ଜିଲ୍ଲାପାଳ ବଡ଼ ପଦକ୍ଷେପ ନେଇଛନ୍ତି । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ସଲାଗୁଡ଼ା ସେବାଶ୍ରମ ସ୍କୁଲର
Read More...

ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟ ଏବେ ବି ସଙ୍କଟାପନ୍ନ

ସଙ୍ଗୀତକାର ଅଭିଜିତ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁନି। ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା କହିଲେ ଏମ୍‌ସ ନିର୍ଦ୍ଦେଶକ ଆଶୁତୋଷ ବିଶ୍ବାସ ।କ୍ରିଟିକାଲ୍ ଭେଣ୍ଟିଲେଟର ସହଯୋଗରେ ଅଛନ୍ତି ଅଭିଜିତ ମଜୁମଦାର ।
Read More...

AI ରେ ଦୌଡ଼ିବ ମୋହନ ସରକାର, ଦୈନନ୍ଦିନ ସରକାରୀ କାର୍ଯ୍ୟରେ AIର ଉପଯୋଗ

AI ରେ ଦୌଡ଼ିବ ମୋହନ ସରକାର, ପ୍ରଶାସନିକ ଦକ୍ଷତା ବୃଦ୍ଧି ଲକ୍ଷ୍ୟ। AI ଉପକରଣ ପାଇଁ ସବୁ ବିଭାଗକୁ ଚିଠି ଲେଖିଲା ସାଧାରଣ ପ୍ରଶାସନ ବିଭାଗ । ପ୍ରଶାସନିକ ସଂସ୍କାର ଏବଂ ସୁଶାସନ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ
Read More...

ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ଯାଏଁ ‘ସ୍ୱଚ୍ଛୋତ୍ସବ’ ପାଳନ

ଆସନ୍ତା ୧୭ ତାରିଖରୁ ସବୁ ସହରାଞ୍ଚଳରେ ‘ସ୍ୱଚ୍ଛୋତ୍ସବ’ ଆୟୋଜିତ ହେବ । ୧୫ ଦିନ ଧରି ଚାଲିବାକୁ ଥିବା ଏହି ସ୍ୱଚ୍ଛତା ହିଁ ସେବା ଅଭିଯାନକୁ ସବୁ ସହରରେ ବ୍ୟାପକ ଓ ସକ୍ରିୟ ଭାବେ ପାଳିବାକୁ ନଗର ଉନ୍ନୟନ ବିଭାଗ
Read More...

ପିଏମ୍ କିଷାନରେ ସାମିଲ ହେବେ ସିଏମ୍ କିଷାନ ହିତାଧିକାରୀ

ଚାଷୀଙ୍କୁ ମିଳିବ ଅଧିକ ସହାୟତା । ରାଜ୍ୟ ସହ କେନ୍ଦ୍ର ଯୋଜନାର ମିଳିବ ଲାଭ । ପିଏମ୍ କିଷାନରୁ ଯୋଜନାରୁ ବାଦ ପଡ଼ିଥିବା ଚାଷୀଙ୍କୁ କରାଯିବ ସାମିଲ । ଏଥିପାଇଁ ରାଜ୍ୟ ସରକାର KYC ଅବଧିକୁ ବୃଦ୍ଧି କରିଛନ୍ତି
Read More...