Browsing Category

ଆଜିର ସମ୍ବାଦ

ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶାହରୁଖ ଓ ବିକ୍ରାନ୍ତ ଶ୍ରେଷ୍ଠ ଅଭିନେତା

ନୂଆଦିଲ୍ଲୀର ବିଜ୍ଞାନ ଭବନରେ ୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସାମରୋହ ଅନୁଷ୍ଠିତ ହୋଇଛି । ଦ ସି ଆଣ୍ଡ ସେଭେନ ଭିଲେଜକୁ ଶ୍ରେଷ୍ଠ ଫିଚର ଫିଲ୍ମ ପାଇଁ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ଏହି ଅବସରରେ
Read More...

ବିଧାନସଭା ସମ୍ମୁଖରେ ବ୍ୟାରିକେଡ ଭାଙ୍ଗିଲା ବିଜେଡି

ବିଧାନସଭା ସମ୍ମୁଖରେ ବିଜେଡିର ଜୋରଦାର ବିକ୍ଷୋଭ । ପଞ୍ଚାୟତିରାଜ ବ୍ୟବସ୍ଥାରେ ଜନ ପ୍ରତିନିଧିଙ୍କ କ୍ଷମତାକୁ ସଙ୍କୁଚିତ କରିବା ଅଭିଯୋଗରେ ବିଧାନସଭା ଘେରାଉ କରିଛି ବିଜେଡି । ଲୋୟର ପିଏମଜିରେ ବିଜେଡିର ବରିଷ୍ଠ ନେତା
Read More...

ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ

ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ସୁପରଷ୍ଟାର ବୁଦ୍ଧାଦିତ୍ୟ ମହାନ୍ତି । କଟକର ଏକ ଘରୋଇ ହସ୍ପିଟାଲରେ ଚାଲୁଥିଲା ଚିକିତ୍ସା । ତେବେ ଓଡିଶା ବାସୀଙ୍କ ଭଲପାଇବା ଓ ଆଶୀର୍ବାଦରୁ ୮ ଦିନ ପରେ ସୁସ୍ଥ ହେଇ ଆଜି ଘରକୁ
Read More...

ବିଧାନସଭାରେ ବିରୋଧୀଙ୍କ ହଙ୍ଗାମା: ଗୃହ ୪ଟା ଯାଏଁ ମୁଲତବି

ବିଧାନସଭା ମୌସୁମୀ ଅଧିବେଶନର ପଞ୍ଚମ ଦିନ। ଗୃହ ଚଳାଇ ଦେଉନାହାନ୍ତି ବିରୋଧୀ। ପ୍ରଶ୍ନକାଳ ଆରମ୍ଭରୁ ପ୍ରବଳ ହଟ୍ଟଗୋଳ। ବାଚସ୍ପତିଙ୍କ ଅନୁରୋଧ ସତ୍ତ୍ଵେ ବିଜେଡି ଓ କଂଗ୍ରେସ ସଦସ୍ୟ ଗୃହରେ ନାରାବାଜି କରିଛନ୍ତି। ଏହି
Read More...

ଲଘୁଚାପ ପ୍ରଭାବରେ ୫ ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର-ପୂର୍ବ ବଙ୍ଗୋପସାଗର ଏବଂ ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର । ଏହା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ
Read More...

୫୬ ବର୍ଷ ର ପରମ୍ପରା: କଳସ ଯାତ୍ରାରୁ ଆରମ୍ଭ ହେଲା ବାଲିଗୁଡାର ପ୍ରସିଦ୍ଧ ନବରାତ୍ର ଦୂର୍ଗାପୂଜା

ବାଲିଗୁଡା, ତା, ୨୨/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): ଆରମ୍ଭ ହୋଇଛି ପାର୍ବଣ ଋତୁ । ଆଉ ଦିନ କେଇଟା ପରେ ଧରାପୃଷ୍ଠକୁ ଅବତରଣ କରିବେ ମହିଷା ମର୍ଦ୍ଦିନୀ ମାଆ ଦୂର୍ଗା। ମାଆଙ୍କ ଆବାହନ ଲାଗି ସବୁଠି ପ୍ରସ୍ତୁତି
Read More...

ପ୍ରବଳ ବର୍ଷା ପରେ ପୁଣି କଳିଙ୍ଗା ଘାଟିରେ ଅଘଟଣ: ପଥର ଖସିବା ପରେ ନିର୍ମାଣ କାମ ବନ୍ଦ

କନ୍ଧମାଳ, ତା, ୨୨/୦୯ : (ସଞ୍ଜୟ କୁମାର ପାଣିଗ୍ରାହୀ): କଳିଙ୍ଗା ଘାଟିରେ ସୋମବାର ପୁଣି ଅଘଟଣ । ପ୍ରବଳ ବର୍ଷା ପରେ ପୁଣି ଖସିଲା ପଥର । ନିର୍ମାଣ କାର୍ଯ୍ଯ ଚାଲିଥିବା ବେଳେ ପଥର ଖସିଲା । ପ୍ରବଳ ବର୍ଷା ଏବଂ ପଥର
Read More...

ଜିଏସ୍‌ଟି ହ୍ରାସ ପରେ, ୭୦୦ ପ୍ରଡକ୍ଟର ଦାମ୍‌ କମାଇଲା ଅମୁଲ

ଘିଅ, ବଟର, ପନିର, ଆଇସକ୍ରିମ ଏବଂ ଅନ୍ୟାନ୍ୟ ଦୁଗ୍ଧଜାତ ଦ୍ରବ୍ୟ ସମେତ ୭୦୦ ରୁ ଅଧିକ ଉତ୍ପାଦର ମୂଲ୍ୟ ହ୍ରାସ କଲା ଅମୁଲ । ଏହି ନୂଆ ଦାମ ୨୨ ସେପ୍ଟେମ୍ବର ୨୦୨୫ରୁ ଲାଗୁ ହେବ । ଆମୁଲର ୧ ଲିଟର ଆଇସକ୍ରିମ ଟବର ମୂଲ୍ୟ
Read More...

୩ ବର୍ଷରେ ୨୩, ୧୩୦ ନବଜାତକଙ୍କ ମୃତ୍ୟୁ: ସ୍ୱାସ୍ଥ୍ୟମନ୍ତ୍ରୀ

ନବଜାତ ମୃତ୍ୟୁକୁ ନେଇ ବିଧାନସଭା ତଥ୍ୟ ଚିନ୍ତାଜନକ । ଗତ ତିନିବର୍ଷ ଭିତରେ ୨୩,୧୩୦ ନବଜାତକଙ୍କ ମୃତ୍ୟୁ ହୋଇଛି । ମା’ ଗର୍ଭରେ ୩୪ ହଜାର ୨୮୪ ଜଣ ଶିଶୁ ଙ୍କ ମୃତ୍ୟୁ ହୋଇଛି । ପ୍ରସବ ସମୟରେ ୨ ହଜାର ୬୪ ଜଣ
Read More...

ଷ୍ଟେଜକୁ ଆସିଲେନି ସାହୁ ଭାଉଜ, ରାଗି ତମତମ ଦର୍ଶକ

ଏବେ ସାହୁ ଭାଉଜଙ୍କ ଡିମାଣ୍ଡ୍ ବହୁତ । ସାହୁ ଭାଉଜ ଷ୍ଟେଜ୍ ଚଢିଲେନି ବୋଲି ଚେୟାର ମାଡ଼ କଲେ ଦର୍ଶକ। ବନ୍ଦ ହୋଇଗଲା ପୁରା ଯାତ୍ରା। ଏଭଳି ଘଟଣା ଘଟିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅନ୍ତର୍ଗତ ମନୋହରପୁର
Read More...

୧୫ମାସରେ ଭିଜିଲାନ୍ସ ହାତରେ ୧୯୯ ବାବୁ

ରାଜ୍ୟରେ ମାତ୍ର ୧୫ମାସରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ୧୯୯ ସରକାରୀ ବାବୁ । ଆଜି ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲିଖିତ ଉତ୍ତର ରଖିଛନ୍ତି । ୧୯୯ ଦୁର୍ନୀତି ସରକାରୀ ଅଧିକାରୀଙ୍କୁ ଧରିଲାଣି
Read More...

ଆସନ୍ତାକାଲି ୧୦ଟାରୁ ବନ୍ଦ ରହିବ ଶ୍ରୀଜୀଉଙ୍କ ଦର୍ଶନ

ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ଅସ୍ଥାୟୀ ରତ୍ନଭଣ୍ଡାରରେ ରଖାଯାଇଥିବା ଶ୍ରୀଜୀଉଙ୍କର ଅଳଙ୍କାର ତଥା ମୂଲ୍ୟବାନ ସାମଗ୍ରୀ ଆସନ୍ତା ୨୩ ସେପ୍ଟେମ୍ବର (ମଙ୍ଗଳବାର) ଦିନ ସ୍ଥାୟୀ
Read More...

ଲାଗୁହେଲା ନେକ୍ସଟ୍ ଜେନ୍ ଜିଏସଟି,୩୭୫ ପ୍ରକାର ସାମଗ୍ରୀ ହୋଇଯିବ ଶସ୍ତା

ନବରାତ୍ରି ଅବସରରେ ଦେଶବାସୀଙ୍କୁ ବଡ଼ ଭେଟି, ମଝିରାତିରୁ ଭାରତରେ କାର୍ଯ୍ୟକାରୀ ହେଲା ନୂଆ ଜିଏସ୍‌ଟି । ୩ ସେପ୍ଟେମ୍ବର, ଜିଏସ୍‌ଟି କାଉନସିଲ ବୈଠକରେ ହୋଇଥିବା ନିଷ୍ପତ୍ତି ଆଜିଠାରୁ ସାରାଦେଶରେ ଲାଗୁ ହୋଇଛି । ୫ ରୁ
Read More...

ଆଜି କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଉତ୍ତର ଆଣ୍ଡାମାନ ଓ ସଂଲଗ୍ନବର୍ତ୍ତୀ ମିଆଁମାର ଉପକୂଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ଉତ୍ତରବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିର ସମ୍ଭାବନା ରହିଛି । ସେହିପରି
Read More...

କୋର୍ଟ ହାଜତକୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ : ପରିତ୍ୟକ୍ତ ଘରୁ ଉଦ୍ଧାର କଲେ ଅବକାରୀ ପୋଲିସ

ବାଲିଗୁଡ଼ା, ତା, ୨୧/୦୯: (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା କୋର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନିୟ ଘଟଣା। କୋର୍ଟ ହାଜତ କୁ ନେବା ବେଳେ ଖସି ପଳାଇଲା ଅଭିଯୁକ୍ତ। ପରିତ୍ୟକ୍ତି ଘର ଘର ଭିତରୁ
Read More...

ଆଜି ଥୁଆମୂଳ ରାମପୁର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀଙ୍କ ଖଣ୍ଡାବସା ପର୍ବ ।

ଥୁଆମୂଳ ରାମପୁର : ୨୧/୦୯ - (ଦୁର୍ଗା କୀର୍ତ୍ତି ):- ଉତ୍ସବ ମୁଖରିତ ହୋଇପଡିଛି ଥୁଆମୂଳ ରାମପୁର l ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ମାଁ ଦଶଭୁଜା ମହାମାଇ ମାଁ ମାଣିକେଶ୍ବରୀ l କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର
Read More...