ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ସହ ଭିଡିଓ ପ୍ରଘଟ ଅଭିଯୋଗ

କେନ୍ଦୁଝର ଜିଲ୍ଲାର ଅମୀୟ ଚକ୍ର ରାଜଧାନୀ ଭୁବନେଶ୍ୱରରେ ଏକ କମ୍ପାନୀରେ ଆକାଉଣ୍ଟାଣ୍ଟ୍‌ ଭାବେ ଚାକିରି କରୁଛନ୍ତି। ସେଠାରେ ଚାକିରି କରୁଥିଲେ କଟକ ଜିଲ୍ଲା ବାଙ୍କୀ ଅଞ୍ଚଳର ଲିମା(ଛଦ୍ମନାମ)। ପ୍ରଥମ ଦେଖାରେ ଲିମାଙ୍କୁ
Read More...

ମା’ ଠାକୁରାଣୀ ମନ୍ଦିର କମିଟି ତରଫରୁ ବୈଠକ

ବାଲିଗୁଡା, ୨୯/୧୧:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ମା’ଠାକୁରାଣୀ ମନ୍ଦିର କମିଟି ପକ୍ଷରୁ ଶୁକ୍ରବାର ଡୁଲୁରୀଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ
Read More...

ହାଇବ୍ରିଡ୍ ମଡେଲ ପାଇଁ ରାଜି ନହେଲେ ହାତରୁ ଖସିବ ଚାମ୍ପିଅନ୍ସ ଟ୍ରଫି ।

ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଚାମ୍ପିଅନ୍ସ ଟ୍ରଫିକୁ ନେଇ ଆଇସିସି ସହ ମୁକାବିଲା କରିବାକୁ ମନସ୍ଥ କରି ନେଇଛି। ପିସିବି ଗୁରୁବାର ଆଇସିସିକୁ ସ୍ପଷ୍ଟ ଶବ୍ଦରେ ଜଣାଇ ଦେଇଛି ଯେ, ବୋର୍ଡ ଚାମ୍ପିଅନ୍ସ ଟ୍ରଫି
Read More...

ଜଙ୍ଗଲରେ ପାଟ୍ରୋଲିଂ କରିବ ଅଲ୍-ଟେରେନ୍ ମୋଟର ଯାନ

ଜଙ୍ଗଲ ସୁରକ୍ଷାରେ ଗଡିବ ୧୩୯ ଗାଡ଼ି । ଜଙ୍ଗଲ ସୁରକ୍ଷାକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏହି ଯୋଜନା କରାଯାଇଛି । ଏହି ଯୋଜନାରେ ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣୀ ବିଭାଗକୁ ୩ ପ୍ରକାରର ୧୩୯ ଟି ଯାନ ଯୋଗାଇଦେବାର
Read More...

ଭୁୁବନେଶ୍ୱରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ ।

ଭୁବନେଶ୍ୱରରେ ଆରମ୍ଭ ହେଲା ଡିଜିପି ସମ୍ମିଳନୀ । ସମ୍ମିଳନୀରେ ଉପସ୍ଥିତ ଅଛନ୍ତି ଗୃହମନ୍ତ୍ରୀ ଅମିତ୍ ଶାହ । ୩ ଦିନ ଧରି ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ସାମିଲ ହୋଇଛନ୍ତି ସବୁ ରାଜ୍ୟର ଡିଜିପି ।ଏନେଇ
Read More...

ସୂର୍ଯ୍ୟାସ୍ତର ଝଲକ ଟିକେ ପାଇବା ପାଇଁ ଶାନ୍ତି ଉପତ୍ୟକାରେ ପର୍ଯ୍ୟଟକ ଙ୍କ ଭିଡ଼

ବାଲିଗୁଡା, ୨୯/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): ଓଡିଶାର କାଶ୍ମୀର କୁହାଯାଉଥିବା କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକ ବୁଲିବା ପାଇଁ ଆସିଲେ ଅନେକ ପର୍ଯ୍ୟଟନକ୍ଷେତ୍ର ଦେଖିବାର
Read More...

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ, ରାଜ୍ୟରେ ହାତୀଙ୍କ ସଂଖ୍ୟା କମିଛି ।

ଆସିଲା ୨୦୨୪ ହାତୀ ଗଣନା ରିପୋର୍ଟ । ରିପୋର୍ଟ ଅନୁସାରେ, ରାଜ୍ୟରେ ବର୍ଷକରେ ବଢିଛନ୍ତି ମାତ୍ର ୫ ହାତୀ । ରାଜ୍ୟର ୩୮ଟି ଡିଭିଜନରେ ଅଛନ୍ତି ୨୧୦୩ ହାତୀ । ସେଥିମଧ୍ୟରୁ ୩୩୪ ବୟସ୍କ ଦନ୍ତା ହାତୀ, ୧୨ ବୟସ୍କ ମଖନା, ୬୭୮
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଥିରେ ମହିଳା ଏସପିଜି କମାଣ୍ଡୋ । ଯାହାର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏସପିଜିରେ ମହିଳା କମାଣ୍ଡୋ ରହିବା ନୂଆ କଥା ନୁହେଁ । କିନ୍ତୁ ମହିଳା କମାଣ୍ଡୋ ଜଣକ
Read More...

୩୦ ଟଙ୍କାରେ ବିକ୍ରି ହେବ ଆଳୁ ନଚେତ କାର୍ଯ୍ୟାନୁଷ୍ଠାନ ନିଆଯିବ

ଆଳୁ ଟ୍ରକ ବନ୍ଦ ନେଇ ନବୀନଙ୍କ ଆଡକୁ ଦୋଷ ଠେଲିଲେ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ବର୍ଡର ଡେଇଁ ଆଳୁ ଯେପରି ଓଡ଼ିଶାକୁ ନଯାଏ, ସେଥିପାଇଁ ଦିଦିଙ୍କ ନିର୍ଦ୍ଦେଶରେ
Read More...

୬ ମାସ ପରେ ସାମ୍ନାକୁ ଆସିଲେ ଭି. କାର୍ତ୍ତିକେୟନ ପାଣ୍ଡିଆନ ।

ପ୍ରାୟ ଛ’ମାସର ଆତ୍ମନିର୍ବାସନର ଅନ୍ତ ଘଟାଇଛନ୍ତି ଓଡ଼ିଶା ପ୍ରଶାସନିକ ଓ ରାଜନୈତିକ ଜଗତର ଚର୍ଚ୍ଚିତ ଚେହେରା ଭି. କାର୍ତ୍ତିକେୟନ୍‌ ପାଣ୍ଡିଆନ୍‌। ନିର୍ବାଚନ ପରେ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିବା ପାଣ୍ଡିଆନ୍‌
Read More...

ଦୁର୍ଦ୍ଦାନ୍ତ ମାଓନେତା ଦାଶୁରଙ୍କ ଅଙ୍ଗ ରକ୍ଷକ କ୍ୟାଡର ମାଓବାଦୀ ବିଜା ର ଆତ୍ମସମର୍ପଣ

କନ୍ଧମାଳ, ୨୮/୧୧: (ସଞ୍ଜୟ କୁମାର ପାଣିଗ୍ରାହୀ): ସୁରକ୍ଷା ବାହିନୀଙ୍କ ଲଗାତାର ଚଢ଼ାଉ ଫଳରେ କନ୍ଧମାଳ ଜିଲାରେ ମାଓ ଦୁର୍ଗ ଭୁଷୁଡ଼ିବାରେ ଲାଗିଛି। ଚଳିତ ବର୍ଷ ବୌଦ୍ଧ, କନ୍ଧମାଳ ଜିଲାରେ ପୁଲିସ ଗୁଳିରେ ୪ ଜଣ
Read More...

କୋଷାବରା ଗ୍ରାମର ଭୈରବଙ୍କ ଦଶାହ କାର୍ଯ୍ୟରେ ଯୋଗଦେଲେ ସମାଜସେବୀ ଚାଞ୍ଚେର ମାଝୀ l

ଥୁଆମୂଳ ରାମପୁର,୨୮/୧୧-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ସଦର ସ୍ଥିତ କୋଷାବରା ଗ୍ରାମର ଜଣେ ଗରିବ ଅସହାୟ ପୁଝାରୀ ତଥା ବିଜେଡିର ଜଣେ ସକ୍ରିୟ ସଦସ୍ୟଙ୍କ ଦଶାହ କାର୍ଯ୍ୟରେ
Read More...

ଓଡ଼ିଶାରେ ସାବରମତୀ ରିପୋର୍ଟ ହେଲା ଟ୍ୟାକ୍ସ ଫ୍ରି

ବିକ୍ରାନ୍ତ ମେସିଙ୍କ ଫିଲ୍ମ 'ସାବରମତି ରିପୋର୍ଟ' ଏବେ ଚର୍ଚ୍ଚାରେ। ଗୋଦ୍ରା ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଦର୍ଶକଙ୍କ ଠାରୁ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ଏହି ଚଳଚ୍ଚିତ୍ରରେ ବିକ୍ରାନ୍ତଙ୍କ କାର୍ଯ୍ୟକୁ ମଧ୍ୟ
Read More...

ବଚ୍ଚନ ସରନେମ୍‌ ହଟାଇଲେ ଐଶ୍ୱର୍ଯ୍ୟା,ଛାଡପତ୍ର କନଫର୍ମ!

ନିକଟରେ ଦୁନିଆର ବହୁ ପ୍ରସିଦ୍ଧ ମହିଳା ସେଲିବ୍ରିଟିଙ୍କ ସହ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଦୁବାଇରେ ଆୟୋଜିତ ଗ୍ଲୋବାଲ ମହିଳା ଫୋରମ ୨୦୨୪ରେ ସାମିଲ୍‌ ହୋଇଥିଲେ। ୨ଦିନ ଧରି ଚାଲିଥିବା ଦୁବାଇରେ ଏହି ଇଭେଣ୍ଟରୁ
Read More...

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା।

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଯେଉଁମାନେ ଯୋଗ୍ୟ ହିତାଧିକାରୀ ହୋଇଥିବେ, ସେମାନେ ଟଙ୍କା ପାଇବେ। ଆଜି ଏହି ନେଇ ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା।ମାଲକାନଗିରି,
Read More...

ନିଜ ଆବାସ ଘର ପାଇଁ ନିଜେ ସର୍ଭେ କରିବେ ଲୋକେ

ଆବାସ ଘର ପାଇଁ ନିଜ ଘର ପାଇଁ ନିଜେ ସର୍ଭେ କରିବେ ଲୋକ । କେହି ଯୋଗ୍ୟ ହିତାଧିକାରୀ ଅଣଦେଖା ହେବେନି । ଖୋଜି ଖୋଜି ଯୋଗ୍ୟ ହିତାଧିକାରୀଙ୍କୁ ଘର ଦିଆଯିବ ।ପ୍ର କୃତ ହିତାଧିକାରୀ ପାଇବେ ଘର। ନିଜେ ଯୋଗ୍ୟ କି ନୁହେଁ
Read More...