Browsing Category

ମନୋରଞ୍ଜନ

ଶେଷ ବିଦାୟ ନେଲେ ଅଭିନେତ୍ରୀ ଝରଣା ଦାସ । ଅଭିନୟ ଜଗତ ରେ ଶୋକ ପାଳନ।

ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ହୋଇ ଯାଇଛି। କଟକର ଗୋରାକବର ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କୁ ଶେଷ ବିଦାୟ ପ୍ରଦାନ କରାଯାଇଛି । ୮୨ ବର୍ଷ ବୟସରେ କଟକ
Read More...

ମାଲାୟାଲମ ଫିଲ୍ମର ଲୋକପ୍ରିୟ ଅଭିନେତା କୋଚୁ ପ୍ରେମନଙ୍କର ପରଲୋକ

ମାଲାୟାଲମ ଫିଲ୍ମର ଲୋକପ୍ରିୟ ଅଭିନେତା କୋଚୁ ପ୍ରେମନଙ୍କର ପରଲୋକ ହୋଇଛି। ୬୮ ବର୍ଷ ବୟସରେ ଥିରୁଭନନ୍ତପୁରମର ଏକ ଘରୋଇ ହସ୍‌ପିଟାଲ୍‌ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନ ଧରି ଶ୍ୱାସକ୍ରିୟା ଜନିତ
Read More...

ସୁସ୍ଥ ଅଛନ୍ତି ଜୁବିନ ନୌଟିଆଲ |

ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗୁରୁବାର ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘରର ଶିଢିରୁ ଖସି ଗାୟକଙ୍କ ହାତର କୋହୁଣୀ,ପାଟି ଏବଂ ମୁଣ୍ଡରେ ଜୋର୍‌ରେ ଆଘାତ ଲାଗିଛି। ସେ ମୁମ୍ବାଇର ଏକ ଡାକ୍ତରଖାନାରେ
Read More...

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ଜୀବନୀ।

୧୯୪୫ ମସିହାରେ କଟକର ଚାନ୍ଦିନି ଚୌକରେ ଝରଣା ଦାସଙ୍କ ଜନ୍ମ । ସମେସ୍ତ ତାଙ୍କୁ ଶ୍ରଦ୍ଧାରେ ଡାକୁଥିଲେ ଝୁମୁ । ଝରଣାଙ୍କ ଘରେ ସେମାନେ ଥିଲେ ଦଶ ଭାଇ ଭଉଣୀ । ତାଙ୍କ ମା ଲେଖିଦେଇଥିବା ନାଟକକୁ, ଘରେ ଖଟ ଯୋଡ଼ି ଓ ଶାଢ଼ୀ
Read More...

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମଧନ୍ୟ ଅଭିନେତ୍ରୀ ଝରଣା ଦାସଙ୍କ ବିୟୋଗ ରେମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ।

ଏକ ଶୋକ ବାର୍ତ୍ତାରେ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଝରଣା ଦାସଙ୍କୁ ଜଣେ ଯଶସ୍ୱୀ କଳାକାର ଭାବେ ବର୍ଣ୍ଣନା କରିଛନ୍ତି । ତାଙ୍କର ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ତଥା ସାଂସ୍କୃତିକ, ଜଗତରେ ବିରାଟ ଶୂନ୍ୟତା ସ୍ରୁଷ୍ଟି କରିଛି ବୋଲି
Read More...

ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ ଙ୍କ ଝିଅ ଇଶା ଅମ୍ବାନୀ ଯମଜ ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ଅମ୍ବାନୀ ପରିବାର ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ, ଇଶା ଅମ୍ବାନୀ ରବିବାର ଯମଜ ସନ୍ତାନଙ୍କ ମାଆ ହୋଇଛନ୍ତି ଏବଂ ଦୁଇ ଶିଶୁ ସୁସ୍ଥ ଅଛନ୍ତି। ଉଭୟ ଶିଶୁଙ୍କ ନାମକରଣ ମଧ୍ୟ କରାଯାଇଛି। ଯମଜଙ୍କ ମଧ୍ୟରୁ କନ୍ୟା
Read More...

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ହେବେ ଚଳଚ୍ଚିତ୍ର ନିର୍ମାତା।

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟ ମଇଦାନରେ ନିଜ ଚମତ୍କାରିତା ଦେଖାଇବା ପରେ କ୍ୟାପ୍ଟେନ ବଏ ଏବେ ଅଭିନୟ ଦୁନିଆରେ ପାଦ ଥାପିବାକୁ ଯାଉଛନ୍ତି। ସୂଚନା ଅନୁସାରେ, ମହେନ୍ଦ୍ର ସିଂହ
Read More...

ମହାନ୍ ଗୀତିକାର, ଗାୟକ ଓ ନିର୍ଦ୍ଦେଶକ ଅକ୍ଷୟ ମହାନ୍ତି। ତାଙ୍କର ଆଜି ଜନ୍ମ ଦିନ।

ଅକ୍ଷୟ କୁମାର ମହାନ୍ତି (ଖୋକା ଭାଇ), ଅକ୍ଟୋବର 12, 1937 ରେ ଜନ୍ମଗ୍ରହଣ କରିଥିଲେ। ଗୋଟିଏ ଧାଡିରେ ଜଣେ ଗାୟକ, ସଙ୍ଗୀତ ରଚନା, ଗୀତିକାର ଏବଂ ନିର୍ଦ୍ଦେଶକ ଥିଲେ।ଶ୍ରୀ ମହାନ୍ତି ପ୍ରାୟ ହଜାର ରୁ ଅଧିକ ଗୀତ ରଚନା
Read More...

ପରଲୋକ ରେ ବଲିଉଡ ଜଗତର ବର୍ଷୀୟାନ ଅଭିନେତା ଅରୁଣ ବାଲି।

ଆଜି ମୁମ୍ବଇରେ ଅରୁଣ ବାଲି ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଚମତ୍କାର ଅଭିନୟ ଦ୍ୱାରା ସେ ଦର୍ଶକଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ହୃଦୟ
Read More...

ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହ ।

କନ୍ନଡ଼ ଚଳଚ୍ଚିତ୍ର ଶିଳ୍ପର ପ୍ରଖ୍ୟାତ ଅଭିନେତା ସ୍ବର୍ଗତ ପୁନୀତ ରାଜକୁମାର । ତାଙ୍କ ପ୍ରଶଂସକ ହୃଦୟରେ ସେ ସଦାସର୍ବଦା ଜୀବିତ। ଏବେ ପୁନୀତ ରାଜକୁମାରଙ୍କୁ ଶ୍ରଦ୍ଧାଞ୍ଜଳି ସ୍ୱରୂପ ପୁନୀତ ନାମକ ଏକ ଉପଗ୍ରହକୁ
Read More...

କମେଡିଆନ୍ ରାଜୁ ଶ୍ରୀବାସ୍ତବଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ୍। ସେ ହୃଦଘାତର ଶିକାର ।।

ରାଜୁ ଶ୍ରୀବାସ୍ତବ ହୋଟେଲରେ ଜିମ୍ ଓ୍ୱାର୍କଆଉଟ କରୁଥିଲେ। ଏପରିକି ଟ୍ରେଡମିଲରେ ବ୍ୟାୟାମ କରୁଥିଲେ । ସେହି ସମୟରେ ତାଙ୍କୁ ହାର୍ଟଆଟାକ ହୋଇଥିଲା । ଫଳରେ ସେ ତଳେ ଗଳିପଡିଥିଲେ । ଏହା ପରେ ରାଜୁଙ୍କୁ ସଂଗେ ସଂଗେ
Read More...

କର୍ଣ୍ଣାଟକ ରତ୍ନ ସମ୍ମାନ ପାଇବେ ଦିବଙ୍ଗତ ଲୋକପ୍ରିୟ କନଡ଼ ଅଭିନେତା ପୁନୀତ ରାଜକୁମାର।

ମରଣୋତ୍ତର ତାଙ୍କୁ ଏହି ସମ୍ମାନ ଦିଆଯିବ ବୋଲି ଶୁକ୍ରବାର ଏହି ଘୋଷଣା କରିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ। ନଭେମ୍ବର ୧ ତାରିଖରେ ଆୟୋଜିତ କନ୍ନଡ଼ ରାଜ୍ୟଉତ୍ସବରେ ପୁନୀତଙ୍କୁ ଏହି ସମ୍ମାନ ପ୍ରଦାନ
Read More...

ବାବୁସାନ୍ ଓ ଅଭିନେତ୍ରୀ ପ୍ରକୃତୀ ଙ୍କ ପ୍ରେମ ସମ୍ପର୍କ କୁ ସନ୍ଧେହ କରି ରାସ୍ତା ଉପରେ ସ୍ତ୍ରୀ କଲେ କଳି।

ବିବାହିତ ପୁରୁଷ ଓ ଝିଅଙ୍କ ସମ୍ପର୍କ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚା ହେଉଛି। ସେଥି ମଧ୍ୟରୁ ବର୍ଷା ଓ ଅନୁଭବ ଙ୍କ ଷ୍ଟୋରି ବି ବେଶ୍ ଚର୍ଚ୍ଚା ହେଉଥିଲା କିନ୍ତୁ ଏବେ ଓଡିଆ କଳାକାର ବାବୁସାନ୍ ଓ ଅଭିନେତ୍ରୀ
Read More...

ପରଲୋକରେ ଟେଲି ଅଭିନେତ୍ରୀ ରାଜେଶ୍ୱରୀ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ।

ଆଉ ନାହାନ୍ତି ଟେଲି ଓଡିଆ ଅଭିନେତ୍ରୀ ରାଜେଶ୍ୱରୀ ରାୟ । ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ନିଧନ ହୋଇଛି । କ୍ୟାନସରରେ ପୀଡିତ ହୋଇ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ଥିଲେ । ଏକାଧିକ ଓଡିଆ ଧାରାବାହିକରେ
Read More...

ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତା ବିକ୍ରମ

ଚେନ୍ନାଇ: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତରୁ ଚମକାଇଲା ଭଳି ଏକ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଅଭିନେତା ବିକ୍ରମଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ତାଙ୍କ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିକ୍ରମଙ୍କୁ
Read More...

ସ୍ବର୍ଗତ ରାଇମୋହନ ଙ୍କ କିଛି ଅଭୁଲା ସ୍ମୃତି । ତାଙ୍କ ବିଷୟ ରେ କିଛି ଜାଣନ୍ତୁ।।

୧୯୬୩ ମସିହା ଜୁଲାଇ ୧୦ ତାରିଖରେ କେନ୍ଦୁଝର ଜିଲ୍ଲାରେ ରାଇମୋହନ ଜନ୍ମଗ୍ରହଣ କରିଥିଲେ । ରୂପେଲୀ ପରାଦର ଖଳନାୟକ ରାଇମୋହନ ବାସ୍ତବ ଜୀବନରେ ଥିଲେ ବେଶ୍‌ ଖୁସ୍‌ ମିଜାଜ୍‌ ଏବଂ ମେଳାପୀ । ବିଭିନ୍ନ ସ୍ଥାନରେ ବନ୍ଧୁ ଏବଂ
Read More...